Odisha Link
Bridging the Missing Links in Odisha
Browsing Tag

Jaypur

ବେଆଇନ ଭାବେ ତିଆରି ଚାଲିଛି ଇଟାଭାଟି,…

ଜୟପୁର: ବେଆଇନ ଭାବେ ତିଆରି ଚାଲିଛି ଇଟାଭାଟି। ଏହା ଜୟପୁର ତହସିଲର ସହର ଉପକଣ୍ଠରେ ରହିଥିବା ବହୁ ଗାଁରେ ଚାଲିଛି ଶହେରୁ ଅଧିକା ଇଟାଭାଟି। ବେଆଇନ ଭାବେ ଗଛ କାଟି ଇଟା ପୋଡ଼ିବା ଦ୍ବାରା ଅଞ୍ଚଳରେ ଏକ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି। ସୁପ୍ରିମକୋର୍ଟ, ଏନଜିଟି ପ୍ରଦୁଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍…

ଭାଙ୍ଗିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭାଙ୍ଗି ଯାଇଛି। ଫଳରେ ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି। ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି। ତଥାପି ପାଣି ପଶିଯିବା ଭୟରେ…

ଜୟପୁର ହତ୍ୟା ଘଟଣାର ପର୍ଦ୍ଦାଫାଶ: ୩…

ଜୟପୁର : ପଟ୍ଟାଙ୍ଗୀ ପୁଲିସ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି। ଜଣେ ସୁପାରୀ କିଲରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ହତ୍ୟା କରିଥିବା ସାମଗ୍ରୀ, ଗୋଟିଏ କାର୍, ଗୋଟିଏ ବୁଲେଟ୍ ସହ କିଛି ଗ୍ଲୋଭସ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ, ଅନୀଲଙ୍କ ଭାଇ ସୁନୀଲ…

ଆଜିଠୁ ଏପ୍ରିଲ ୧୪ ଯାଏ ଦାନଗହିର ଓ ଜୟପୁର…

ପୁରୀ: ଆଜିଠୁ ଏପ୍ରିଲ ୧୪ ଯାଏ ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଦାନଗହିର ଓ ଜୟପୁର ଗାଁ ସଟ୍‌ ଡାଉନ୍। ଏନେଇ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଗାଁରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଘୋଷଣା…

୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ଜଳୁଛି…

ଜୟପୁର: ଜଣେ ୭ ବର୍ଷୀୟ ଶିଶୁକୁ ଅପରହଣ କରି ଦୁଷ୍କର୍ମ କରାଯାଇଛି । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ଜୟପୁର ସହରରେ ହୋଇଛି।  ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ନ୍ୟାୟ ଦାବିରେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ଓ ବିକ୍ଷୋଭ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ…