Odisha Link
Bridging the Missing Links in Odisha
Browsing Tag

Journalist

ସାମ୍ବାଦିକା ମୃତ୍ୟୁ ମାମଲା: ମଧୁମିତାଙ୍କ…

ଓଏଲ୍ ବ୍ୟୁରୋ: ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ସସପେନ୍ସ ବଢୁଥିବାବେଳେ ସ୍ବାମୀ ଶ୍ରୀଧର ଜେନାଙ୍କୁ ପୁଲିସ ଗିରଫ କରିଛି। ମହିଳା ସାମ୍ବାଦିକା ଜଣକ ହେଉଛନ୍ତି ମଧୁମିତା ପରିଡା। ସାମ୍ବାଦିକା ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ମୃତ୍ୟୁ ପୂର୍ବର ଏକ ଭିଡିଓ…

୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ…

ଓଏଲ୍‌ ବ୍ୟୁରୋ: ବୁଧବାର ଅପରାହ୍ନରେ ସରକାର ଗଠନ କରିବ ବିଜେପି। ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ଆସନ୍ତା ଜୁନ୍‌ ୧୩ ତାରିଖରୁ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ରହିବ। ୪ ବର୍ଷ ଧରି ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ବନ୍ଦ ରହିଥିଲା। କରୋନା କାଳରୁ ସାମ୍ବାଦିକଙ୍କ…

ଖୁବ୍‌ଶୀଘ୍ର ଗଣମାଧ୍ୟମ କର୍ମୀଙ୍କୁ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ…

ପରଲୋକରେ ସାମ୍ବାଦିକ

ଭୁବନେଶ୍ୱର: ପରଲୋକରେ ଟେଲିଭିଜନ ସାମ୍ବାଦିକ। ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ…

ଦାଦାବଟି ଆଦାୟ: ପୋର୍ଟାଲ ସାମ୍ବାଦିକା…

ଭୁବନେଶ୍ବର: ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ୨ ଦିନ ବନ୍ଦୀ ରଖିଲେ। ପରେ ନିର୍ଦ୍ଧୁମ ପିଟିବା ସହ ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ମାଗିଲେ। ଆପଣ ଭାବୁଥିବେ କିଛି ଗୁଣ୍ଡା ଏଭଳି କିଛି କାର୍ଯ୍ୟ କରିଥିବେ ବୋଲି। କିନ୍ତୁ ବାସ୍ତବରେ ଗୁଣ୍ଡା ନୁହେଁ କିଛି ସାମ୍ବାଦିକ ମିଶି ଏଭଳି କଳା କାରନାମା…

ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା…

ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ…

ସାମ୍ବାଦିକଙ୍କୁ ନପାଇବାରୁ ପରିବାରକୁ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବାପରେ ସରକାର ଗଠନ ପାଇଁ କରୁଛି ଜୋରଦାର ପ୍ରସ୍ତୁତି। କେବଳ ସେତିକି ନୁହେଁ ତାଲିବାନ ଏହାର ବିରୋଧୀମାନଙ୍କୁ ସର୍ବକ୍ଷମା ପ୍ରଦାନ କରିଥିବା ମଧ୍ୟ ଘୋଷଣା କରିଛି। ଏପରିକି ବିରୋଧିମାନେ ତାଲିବାନକୁ ଶାସନରେ ସାହାଯ୍ୟ କରନ୍ତୁ ବୋଲି ତାଲିବାନର ବରିଷ୍ଠ ନେତା…

ସାମ୍ବାଦିକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ…

ଜଗତସିଂହପୁର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ହରଡ଼ଘଣାରେ ପୁଲିସ୍‌ ବାବୁ। ମଦ୍ୟପ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଦ୍ୟପ ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଉନ୍ମତକାଣ୍ଡ ଘଟାଇବା ପରେ ତାଙ୍କ ବିରୋଧରେ…

ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ…

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ପରଲୋକ। ଆଜି ଭୁବନେଶ୍ବର ଉପକଣ୍ଠ ଜାଆଁଳା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଜିମୁତ ମଙ୍ଗରାଜ। ପରେ ତାଙ୍କୁ ଭୁବନେଶ୍ୱର AIIMS ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ଜିମୁତଙ୍କ ମୃତ୍ୟୁ ହୋଇଥିବା AIIMS ପକ୍ଷରୁ ସୂଚନା…

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ…

ଭୁବନେଶ୍ବର: ମହାମାରୀର କରାଳ ରୂପରେ ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ପ୍ରାଣ ଚାଲି ଯାଉଛି। କରୋନାର ଦ୍ବିତୀୟ ଲହରର ରାଜ୍ୟର ବହୁ ସାମ୍ବାଦିକଙ୍କ ପ୍ରାଣହାନୀ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ପୁଅ ଚନ୍ଦନ…