Odisha Link
Bridging the Missing Links in Odisha
Browsing Tag

Kamalnath

ଚର୍ଚ୍ଚାରେ କମଲନାଥଙ୍କ ବିବାଦୀୟ ବୟାନ:…

ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିବାଦୀୟ ବୟାନ ଚର୍ଚ୍ଚାରେ। ସେ ଭାରତକୁ ବଦନାମ କହିବା ସହ ମହାନ ନୁହେଁ ବୋଲି କହିଛନ୍ତି। ଏହି ବୟାନକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସୂଚନା ମୁତାବକ, ମଧ୍ୟପ୍ରଦେଶର ମହିରାକୁ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଇଁ…

ମଧ୍ୟପ୍ରଦେଶ: ରାଷ୍ଟ‌୍ରପତି ଶାସନ ପାଇଁ…

ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ହେଲେ ଏହାରି ମଧ୍ୟରେ ମଧ୍ୟପ୍ରଦେଶରେ ରାଜନୀତି ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି…

ଲୋଭୀ-ପ୍ରଲୋଭୀଙ୍କ ବିଜୟ: କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ମହାନାଟକରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ। ଆଜି ଅରରାହ୍ନରେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ସାକ୍ଷାତ କରି ନିଜର ଇସ୍ତଫା ପତ୍ର ଦେଇଛନ୍ତି କମଲନାଥ। ଇସ୍ତଫା ଦେବା ପରେ ନିଜ ଟୁଇଟରେ ପେଜରେ କମଲନାଥ ଲେଖିଛନ୍ତି ଯେ, ଆଜି ମଧ୍ୟପ୍ରଦେଶର…

ଇସ୍ତଫା ଦେଲେ କମଲନାଥ, ଶିବରାଜ ଓ…

ଭୋପାଳ: ମଧ୍ୟପ୍ରଦେଶର ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଲନାଥ। ୧୭ ଦିନର ରାଜନୈତିକ ନାଟକ ପରେ ଇସ୍ତଫା ଦେଲେ କମଲନାଥ। କଂଗ୍ରେସ ସରକାର ଭାଙ୍ଗିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଜନତାଙ୍କ ବିଜୟ…

ସଙ୍କଟରେ କମଳନାଥ ସରକାର!

ଭୋପାଳ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି ଯେ,…

ମଧ୍ୟପ୍ରଦେଶ ରାଜନୀତି: ରାତି ଅଧରେ…

ଗୁରୁଗ୍ରାମ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି…