Odisha Link
Bridging the Missing Links in Odisha
Browsing Tag

Karnataka

କର୍ଣ୍ଣାଟକ ଭୋଟ ଗଣତିରେ ବିଜେପି ଆଗୁଆ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି ୧୫ ଟି ଆସନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ ଓ ଜେଡିଏସ୍ ୨ଟି ଲେଖାଏଁ ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ଆଜି ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ଭୋଟ…

କର୍ଣ୍ଣାଟକ: ଆଜି ବିଧାନସଭାରେ ଚୂଡ଼ାନ୍ତ…

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭେଟ। କିଏ ବାଜି ମାରିବ କିଏ ହାରିବ ଆଉ ଅଳ୍ପ କିଛି ସମୟ ପରେ ସ୍ପଷ୍ଟଚିତ୍ର ଆସିଯିବ। ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟସରକାର ବଞ୍ଚାଇବାକୁ ଶେଷ ଉଦ୍ୟମ ହେଉଛି। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ…

ନାଟକର ନାମ କର୍ଣ୍ଣାଟକ, ମେଣ୍ଟ ସରକାର…

ବେଙ୍ଗାଲୁରୁ: ଭାରତରେ ଏବେ ନାଟକ ଚାଲିଛି। ଆଉ ସେହି ନାଟକର ନାମ କର୍ଣ୍ଣାଟକ। କର୍ଣ୍ଣାଟକ ରାଜନୀତିର ମୋଡ଼ କେତେବେଳେ କେଉଁ ଆଡେ ଯାଉଛି ତାହା ସମସ୍ତଙ୍କୁ ଅଜଣା। ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା…

କର୍ଣ୍ଣାଟକ ରାଜନୀତି: ବାଚସ୍ପତି ନେବେ…

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟରେ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତି ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁସାରେ, ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ…

ନିଜ ଗାଁ ସ୍କୁଲରେ ରାତି କଟାଇଲେ…

ବାଙ୍ଗାଲୋର: ଭାରତରେ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଗତକାଲି ଇନ୍ଦୋରରେ ବିଜେପି ଏମଏଲଏ ଆକାଶଙ୍କ ଦବଙ୍ଗଗିରିକୁ ନେଇ ସବୁ ଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାର ସ୍ବାମୀ ଚର୍ଚ୍ଚାରେ।…

ମହାଲିଙ୍ଗ ନାଏକ: ଆଧୁନିକ ଯୁଗର ଭଗିରଥ

ମହାଲିଙ୍ଗ ନାଏକଙ୍କ ବାବଦରେ କିଛି ଲେଖିବା ଆଗରୁ, ଆପଣମାନଙ୍କୁ ମୁଁ ଟିକେ ପୁରାଣର ଭଗିର‌ଥ ଚରିତ୍ର କଥା ମନେ ପକେଇ ଦଉଛି। ସଗର ବଂଶର ଅନ୍ୟତମ ପ୍ରସିଦ୍ଧ ରାଜା ଥିଲେ ଭଗିରଥ। ସଗରଙ୍କର ସେ ଥିଲେ ନାତି। ଅଭିଶପ୍ତ ୬୦ ସହସ୍ର ସଗରପୁତ୍ରଙ୍କୁ ମୋକ୍ଷ ଦେବା ଲାଗି ଘୋର ତପସ୍ୟା କରି ଭଗିରଥ ଶିବଙ୍କୁ