Odisha Link
Bridging the Missing Links in Odisha
Browsing Tag

Karnataka

କର୍ଣ୍ଣାଟକରେ ବିସ୍ଫୋରଣ, ୮ ମୃତ

ବେଙ୍ଗାଲୁରୁ : ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଥିଲା। ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ତେବେ ରାତି ୧୦ଟା ୧୫ରେ ଏହି ବିସ୍ଫୋରଣ…

ଯୁବତୀଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା…

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ଯୁବତୀଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ମହଙ୍ଗା ପଡ଼ିଲା । ଶନିବାର ଦିନ ବେଙ୍ଗାଲୁରର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଇନ୍‌ଷ୍ଟାଗ୍ର‌ାମ୍‌ ବନ୍ଧୁ ୬୦ ଫୁଟ୍‌ ଗଭୀର ବିଶିଷ୍ଟ ଏକ କୂଅକୁ ଠେଲି ଦେଇଛନ୍ତି। ମଙ୍ଗଳବାର ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା…

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ…

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ଘରେ ସିବିଆଇ ଚଢ଼ଉ କରିଛି। ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ଉପରେ ଚଢ଼ଉ କରିଛି ସିବିଆଇ।ସିବିଆଇ ଟିମ୍‌ ବେଙ୍ଗାଲୁରୁର ଡୋଡ୍ଡାଲହଲ୍ଲା, କନକପୁରା ଏବଂ ସଦାଶିବ ନଗରରେ ଚଢ଼ଉ କରିଛି। ଦୁର୍ନୀତି ମାମଲାକୁ…

କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ…

କର୍ଣ୍ଣାଟକ: କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କର ମୃତ୍ୟୁ। କର୍ଣ୍ଣାଟକ ବସବକଲ୍ୟାଣ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନ ୩ଟା ୫୫ ମିନିଟରେ କରୋନାରେ ମୃତ୍ୟୁ ହୋଇଛି। କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ୬୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। କରୋନାରେ…

କର୍ଣ୍ଣାଟକରେ କରୋନାର ବିକଳ ଚିତ୍ର: ୩…

ବେଙ୍ଗାଲୁରୁ: ସାରା ଦେଶରେ କରୋଣା ସ୍ଥିତି ଅଣାୟତ୍ତ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏସବୁ ଭିତରେ କର୍ଣ୍ଣାଟକରୁ ମହମାରୀ କରୋନାକୁ ନେଇ ଆସିଛି ଏକ ବିକଳ ଚିତ୍ର। ଗତ ୩ ମାସ ମଧ୍ୟରେ କର୍ଣ୍ଣାଟକର ବିଭିନ୍ନ ଘରୋଇ…

ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଜୁନ୍‌ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। କଂଗ୍ରେସ ସମର୍ଥନରେ ନିଜ ରାଜ୍ୟ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। ଗତ ଲୋକସଭା ନିର୍ବାଚନରେ ଟୁମ୍‌କୁର ଆସନରୁ ମାତ୍ର ୧୩ହଜାର ଭୋଟ୍‌ରେ ପରାଜିତ ହୋଇଥିବା ୮୭ ବର୍ଷୀୟ ଦେବେଗୌଡ଼ାଙ୍କୁ…

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଭୂକମ୍ପ

ନୂଆଦିଲ୍ଲୀ : ଆଜି ସକାଳୁ ସକାଳୁ ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ସକାଳ ୬ଟା ୫୫ମିନିଟ୍ ରେ ଲୋକମାନେ ଭୂକମ୍ପ ଝଟ୍‌କା ଅନୁଭବ କରିଥିଲେ। ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା। ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍‌…

ଜାମା ମସ୍‌ଜିଦରୁ ଫେରିଥିବା ବ୍ୟକ୍ତି…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ତୃତୀୟ କରୋନା ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୬୫ ବର୍ଷ। ସେ ଦିଲ୍ଲୀରୁ ଜାମା ମସ୍‌ଜିଦ୍‌ରେ ରହିଥିଲେ ଓ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍‌ ଯୋଗେ କର୍ଣ୍ଣାଟକ ଫେରିଥିଲେ। ତାଙ୍କର ୩ ଜଣ ପତ୍ନୀ ଓ ୨୦ ଜଣ ସନ୍ତାନ ଅଛନ୍ତି। ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।…

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ନଜର…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୋରେ ନଜର ଆସିବେ ରଜନୀକାନ୍ତ। ଗତବର୍ଷ ଏହି ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ' ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ଏବଂ ସେହି ଏପିସୋଡ଼କୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ।…

ବରିଷ୍ଠ ଜେଡିଏସ ନେତା ଅମରନାଥ ଶେଟ୍ଟୀଙ୍କ…

ମଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅମରନାଥ ଶେଟ୍ଟୀଙ୍କ ପରଲୋକ। ଆଜି ସକାଳେ ମଙ୍ଗାଲୁରୁର ଏଜେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। କିଛି ଦିନ…