Odisha Link
Bridging the Missing Links in Odisha

କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କ ମୃତ୍ୟୁ

କର୍ଣ୍ଣାଟକ: କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କର ମୃତ୍ୟୁ। କର୍ଣ୍ଣାଟକ ବସବକଲ୍ୟାଣ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନ ୩ଟା ୫୫ ମିନିଟରେ କରୋନାରେ ମୃତ୍ୟୁ ହୋଇଛି।

କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ୬୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହେବା ପରେ ନାରାୟଣ ରାଓଙ୍କୁ ସେପ୍ଟେମ୍ବର ୧ରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।

Comments are closed.