Odisha Link
Bridging the Missing Links in Odisha
Browsing Tag

Congress Mla

“ଭଗବାନ ହନୁମାନ ଆଦିବାସୀ…

ଓଏଲ୍‌ ବ୍ୟୁରୋ: ଆଗାମୀ ଦିନରେ ହେବାକୁ ଯାଉଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ହିନ୍ଦୁତ୍ବର ଜବାବରେ କଂଗ୍ରେସ ସଫ୍ଟହିନ୍ଦୁତ୍ବ ( ଉଦାରବାଦୀ ହିନ୍ଦୁତ୍ବ) ଆଭିମୁଖ୍ୟ ଗ୍ରହଣ କରିଥିଲା। ଯାହା ଦଳକୁ…

ବିଧାନସଭା: କଳା ପୋଷାକରେ କଂଗ୍ରେସ…

ଭୁବନେଶ୍ବର: ସୋମବାର ଆରମ୍ଭ ହୋଇଛି ବିଧାନସଭା କାର୍ଯ୍ୟକାଳ। ହେଲେ ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ଚାଲିପାରିଲାନି ପ୍ରଶ୍ନକାଳ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଦସ୍ୟତା ପଦ ରଦ୍ଦ ନେଇ ଗୃହରେ ନାରାବାଜୀ କରିିଥିଲେ କଂଗ୍ରେସ ବିଧାୟକ। ଯାହାଫଳରେ ଗୋଟିଏ ମିନିଟ୍‌ ବି ଚାଲିପାରିନଥିଲା ଗୃହକାର୍ଯ୍ୟ। ଯାହାଫଲରେ…

ଦୁର୍ଘଟଣାରେ ଚାଲିଗଲା ବିଧାୟକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ସଦର ଥାନା ବରୁହାଁ ନିକଟ ଖରସ୍ରୋତା ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ। ଯାଜପୁର ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ବାଇକ୍‌ରେ ଯାଉଥିବା ବେଳେ ଦ୍ରୁତ ଗତିରେ…

ଆଗକୁ ପଞ୍ଚାୟତ ନିର୍ବାଚନ,…

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁୁ ଓଡ଼ିଶା କଂଗ୍ରେସରେ ବିଦ୍ରୋହ। କଂଗ୍ରେସ ବିଧାୟକମାନେ ଦଳର ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ୨ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ମଧ୍ୟ ସମୟ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁଁ କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା…

ତୈଳ ଦର ବୃଦ୍ଧିରେ କଂଗ୍ରେସ ବିଧାୟକଙ୍କ…

ଭୁବନେଶ୍ବର: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ଏସବୁକୁ ନଜରରେ ରଖି କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ ଅଭିନବ ଉପାୟରେ…

କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ…

କର୍ଣ୍ଣାଟକ: କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କର ମୃତ୍ୟୁ। କର୍ଣ୍ଣାଟକ ବସବକଲ୍ୟାଣ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନ ୩ଟା ୫୫ ମିନିଟରେ କରୋନାରେ ମୃତ୍ୟୁ ହୋଇଛି। କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ୬୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। କରୋନାରେ…

୫ ଭାରତୀୟଙ୍କୁ ଚୀନ ସେନାର ଅପହରଣ:…

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ତୀବ୍ର ରୂପ ନେଇଥିବା ବେଳେ ଏବେ ଅରୁଣାଚଳ ପ୍ରଦେଶରୁ ୫ ଜଣ ଭାରତୀୟ ନାଗରିକଙ୍କୁ ଚୀନ୍ ସେନାର ଅପହରଣ ଖବର ସାମ୍ନାକୁ ଆସିଛି। ଏଭଳି ଦାବି କରିଛନ୍ତି କଂଗେସ ବିଧାୟକ ନିନୋଙ୍ଗ ଇରିଂ। ସେ କହିଛନ୍ତି ଯେ, ଚୀନର ସୈନିକ ଅରୁଣାଚଳ ପ୍ରଦେଶର ୫ ଜଣ ବ୍ୟକ୍ତିଙ୍କୁ ଅପହରଣ…

ଫେସ୍‌ବୁକ୍‌ ପୋଷ୍ଟରୁ ହିଂସା: ୨ ମୃତ, ୬୦…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ହିଂସା। ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଗତକାଲି ରାତିରେ ହିଂସାକାଣ୍ଡ ଘଟିଛି। ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ଲାଠିଚାର୍ଜ କରିଥିଲା। ପରିସ୍ଥିତି ନିୟନ୍ତ୍ରଣାଧୀନ ନହେବାରୁ ପୁଲିସ୍‌ ପକ୍ଷରୁ ଟିଅର ଗ୍ୟାସ୍‌ ଓ ଗୁଳି ଚାଳନା…

ରଥଯାତ୍ରା ବନ୍ଦ ପ୍ରସଙ୍ଗ: କାନ୍ଦି…

ଭୁବନେଶ୍ବର: ନିଜ କୋହକୁ ରୋକି ପାରିଲେନି କଂଗ୍ରେସ ବିଧାୟକ ସୁର ରାଉତରାୟ। ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ଶ୍ରୀ ରାଉତରାୟ। ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଲେ। ଏହି ଅବସରରେ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ।…

ବସ୍‌ ରାଜନୀତି: ନିଜ ଦଳ ଉପରେ ବର୍ଷିଲେ…

ଲକ୍ଷ୍ନୌ: ମହାମାରୀ କରେନା ଭାଇରସ୍‌କୁ ନେଇ ସାରା ଦେଶବାସୀ ଚିନ୍ତିତ। ହେଲେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ବସ୍‌ ରାଜନୀତି। ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ବସ୍‌ରେ ଫେରାଇ ଆଣିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ରାଜନୀତି। ହେଲେ ଲାଗି ରହିଥିବା ବସ୍‌…