Odisha Link
Bridging the Missing Links in Odisha
Browsing Tag

Khordha

ବନ୍ଧୁକ ଦେଖାଇ ଲୁଟି ନେଲେ ୨୩ ଲକ୍ଷ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନରୁ ଲୁଟ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ ୨୩ ଲକ୍ଷ। ବନ୍ଧୁକ ମୁନରେ ଆଖି ପିଛୁଳାକେ ଦୁର୍ବୃତ୍ତମାନେ ଲୁଟିନେଲେ ୨୩ ଲକ୍ଷ। ଏକ ଘରୋଇ ସଂସ୍ଥାର ଏଜେଣ୍ଟ ଙ୍କ ଠାରୁ ଏହି ଲୁଟ ହୋଇଛି। ଏଜେଣ୍ଟ ଜଣକ ବୀମା ଟଙ୍କା ନେଇ ନିକଟସ୍ଥ ବ୍ୟାଙ୍କକୁ ଜମା କରିବାକୁ ବାଇକ ଯୋଗେ…

ବ୍ରାଉନ ସୁଗାର ଜବତ

ଜଟଣୀ : ଆଜି ଜଟଣୀ ଅଞ୍ଚଳରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜଟଣୀ ପୋଲିସ ଓ କ୍ୟୁଏଟି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ପୋଲିସ କାର ଲକ୍ଷ ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିନେଇଛି ।

ଚାକିରି ଥିଲା ଆହୁରି ୪ବର୍ଷ, ହେଲେ…

ଭୁବନେଶ୍ବର: ପୁଲିସ୍‌ ବାବୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ଚାକିରି ଆହୁରି ୪ବର୍ଷ ବାକି ଥିବା ସତ୍ତ୍ବେ ପୁଲିସ୍‌ ବାବୁଙ୍କୁ ଦିଆଯାଇଛି ଅବସର। ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ସବ୍ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ନାଁ ବନମାଳି ନାୟକ। ତାଙ୍କର…

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟର ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ନିକଟରେ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି…

ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:…

ଖୋର୍ଦ୍ଧା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ଗଡ଼ଖୋର୍ଦ୍ଧାରେ ନିକଟରେ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ବାପା ଓ ୨ ପୁଅ ଆଖି ବୁଜିଛନ୍ତି। ମୃତକମାନେ ହେଲେ କୃଷ୍ଣ ପାତାଳସିଂହ, ବିକ୍ରମ…

ତ୍ରିରଙ୍ଗା ରାଲିକୁ ନେଇ ଦୁଇ…

ଖୋର୍ଦ୍ଧା: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ କଲେଜରେ ଦୁଇ ଛାତ୍ର ଗୋଷ୍ଠି ମୁହାଁମୁହିଁ। କଲେଜ ପରିସରରେ ହେଉଥିବା ତ୍ରିରଙ୍ଗା ରାଲିକୁ ବିରୋଧ କରି ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ଆସିଛି। ଗୋଟିଏ ଛାତ୍ରଗୋଷ୍ଠି କଲେଜ ପରିସରରେ ତ୍ରିରଙ୍ଗା ରାଲି କରୁଥିବା ସମୟରେ ଆଉ ଏକ ଛାତ୍ର…

ଖୋର୍ଦ୍ଧାରେ ଏନକାଉଣ୍ଟର :ଖଣି ମାଫିଆଙ୍କ…

ଖୋର୍ଦ୍ଧା : ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଖୋର୍ଦ୍ଧା ସହର ଟିଏଲସି ରୋଡର ଭାଲିଆବାଡି ଖେଳ ପଡ଼ିଆ ନିକଟରେ ଏନକାଉଣ୍ଟର ହୋଇଛି। ଖଣି ଓ ଡ୍ରଗସ୍ ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫ ଟିମର ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୁର ସହଯୋଗୀ ମନୋରଞ୍ଜନ ଗୋଡ଼ରେ ଗୁଳି…