Odisha Link
Bridging the Missing Links in Odisha
Browsing Tag

Konark Temple

ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ, ହେବ…

ଭୁବନେଶ୍ବର: ଝଲସିବ ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର। ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ। କୋଣାର୍କକୁ ବିଶ୍ବସ୍ତରୀୟ ସହର ଭାବେ ଗଢ଼ି ତୋଳିବା ପାଇଁ ଯୋଜନା ଚଲାଇଛନ୍ତି ସରକାର। ଏହି ପ୍ରକଳ୍ପ ୨୦୨୧ ସୁଦ୍ଧା କାର୍ଯ୍ୟକାରୀ ହେବ। ଏଥିସହିତ କଳାହାଣ୍ଡିରେ ୧୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ୍‌ ସ୍ଥାପନ…

ଜୁଲାଇ ୬ରେ ଖୋଲିବ ଓଡ଼ିଶାର କିଛି…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ କଟକଣା ପାଇଁ ବନ୍ଦ ଥିଲା ଦର୍ଶନୀୟ ସ୍ଥାନ। ହେଲେ ବର୍ତ୍ତମାନ ସାରା ଦେଶରେ ଅନ୍‌ଲକ୍-୨ କଟକଣା କାର୍ଯ୍ୟକାରୀ ହେଉଛି। ଏସବୁ ମଧ୍ୟରେ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିସହିତ ଜୁଲାଇ ୬ ତାରିଖରୁ ଖୋଲିବ ଓଡ଼ିଶାର…

ସୌର ଶକ୍ତିରେ ଆଲୋକିତ ହେବ…

ଭୁବନେଶ୍ବର: ବିଶ୍ବ ବିଖ୍ୟାତ କୋଣାର୍କ ମନ୍ଦିର ଓ କୋଣାର୍କ ସହର ହେବ ସୂର୍ଯ୍ୟ ନଗରୀ। ସମ୍ପୂର୍ଣ୍ଣ କୋଣାର୍କ ସହରକୁ ସୌରଚାଳିତ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି…

କୋଣାର୍କକୁ ମିଳିଲା କେନ୍ଦ୍ର ଆଦର୍ଶ…

ନୂଆଦିଲ୍ଲୀ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ କେନ୍ଦ୍ର ସରକାର ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ଦେଶର ୧୯ଟି ଆଇକନିକ ବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏ ସଂପର୍କରେ ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି।…

କୋଣାର୍କ ମନ୍ଦିରରୁ କଢ଼ାଯିବ ବାଲି ?

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ଏନେଇ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କର୍ମଶାଳା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ତାଙ୍କର ବକ୍ତବ୍ୟ ଦେଇଛନ୍ତି। ଶ୍ରୀ ପଟେଲ କହିଛନ୍ତି ଯେ, ଲୋକେ…

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ…

କୋଣାର୍କ: ନୂଆ ବଧୂ ପରି ସଜେଇ ହେବ ଐତିହ୍ୟ ସମ୍ପନ୍ନ ତଥା କଳାକୃତିର ନିଦର୍ଶନ ସାଜିଥିବା କୋଣାର୍କ ମନ୍ଦିର। ଏହାର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିଆଯିବ ପଦକ୍ଷେପ । କୋଣାର୍କର ନୂଆ ରୂପ ଦେଖି ଏଠାକୁ ଆସୁଥିବା ପର୍ଯ୍ୟଟକ ଏହାର ପ୍ରଶଂସା କରିବାକୁ ଭୁଲିବେ ନାହିଁ।  ରାଜ୍ୟ ସରକାରଙ୍କ…