Odisha Link
Bridging the Missing Links in Odisha
Browsing Tag

Kulangar

ଅନ୍‌ଲାଇନ୍ ହାସ୍ୟକବି ସମ୍ମିଳନୀ: ଜ୍ଞାନ…

ଭୁବନେଶ୍ବର: ଓଡ଼ିଆ ବ୍ୟଙ୍ଗକାରମାନଙ୍କର ନିରନ୍ତର ସାଧନା ବଳରେ ହାସ୍ୟବ୍ୟଙ୍ଗ ସାହିତ୍ୟ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଅନ୍‌ଲାଇନ୍ ହାସ୍ୟକବି ସମ୍ମିଳନୀରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ 'ଓଡ଼ିଆ ହାସ୍ୟକବି ସମ୍ମିଳନୀ' ଆନୁକୂଲ୍ୟରେଆୟୋଜିତ ଦ୍ବିତୀୟ ଅନ୍‌ଲାଇନ୍‌ ହାସ୍ୟ…

ବାପା କହୁଛି ଗାଆଁରୁ…

ବାପା କହୁଛି ଗାଆଁରୁ... ଡ. କୁଳାଙ୍ଗାର (୧) ରାସ୍ତାରେ ଆଉ ଶହଶହ ଗାଡ଼ି ହେଉନାଇଁ ଫଡ଼ଫଡ଼; ଅନେକ ମୁହଁରେ ତୁଣ୍ଡି ବନ୍ଧା ଏବେ ନ ହୁଅନ୍ତି ଭଡ଼ଭଡ଼! କରୋନାର ଗଡ଼ବଡ଼, ଶବ୍ଦ ପ୍ରଦୂଷଣ କମିଛି, ଶୁଭୁଛି- ପକ୍ଷୀଙ୍କ କାକଳୀ, ପିମ୍ପୁଡ଼ିଙ୍କ ଖଡ଼ଖଡ଼!! (୨) ଟିଭିରେ ଭେଷଡ଼ ନାଚ ଦେଖେଇକି ନଷ୍ଟ କରୁଥିଲେ…

ମୁଁ ଜଣେ ଭାଷା ଜାରଜ!

ମୁଣ୍ଡ ମସଲା-୪ | ଡଃ କୁଳାଙ୍ଗାର ମୁଁ ଜଣେ ଭାଷା ଜାରଜ! ମୁଁ ମାତୃଭାଷା ବ୍ୟତୀତ ଅନ୍ୟ କିଛି ଭାଷା ମଧ୍ୟ ଜାଣେ। ସେଗୁଡିକର ବ୍ୟବହାର ମଧ୍ୟ କରେ! ଯେହେତୁ ସେଗୁଡିକ ମୋର କାମରେ ଲାଗନ୍ତି, ମାତୃଭାଷା ସମେତ ସେ ସବୁ ଭାଷା ପ୍ରତି ମଧ୍ୟ ମୋର ସମ୍ମାନ ମଧ୍ୟ ଅଛି! ବିଜ୍ଞ ଲୋକଙ୍କ ମତରେ ମାତୃଭାଷା…

ବାବାସ୍ୟ କାନ୍ୟ ଗତି!

ମୁଣ୍ଡ ମସଲା-୩ | ଡଃ କୁଳାଙ୍ଗାର ବାବାସ୍ୟ କାନ୍ୟ ଗତି! ବିବି ବିନା ତ ଅନେକ ବଞ୍ଚିଛନ୍ତି, କିନ୍ତୁ ବାବାଙ୍କ ବିନା ଏବେ ବଞ୍ଚିବା ଏବେ ଅସମ୍ଭବ ହୋଇ ଯାଇଛି। ବାବା କେବେ ଆଧ୍ୟାତ୍ମିକ ଥିଲେ, ଏବେ କିନ୍ତୁ ବାବାମାନେ ସର୍ବବ୍ୟାପୀ। ବାବା ନେତା, ବାବା ଗୁରୁ, ବାବା ବେପାରୀ, ବାବା ଚିକିତ୍ସକ,…

ଚାଲନ୍ତୁ ଜେଲ୍ ଯିବା

ଡଃ କୁଳାଙ୍ଗାରଙ୍କ ନିୟମିତ ସ୍ତମ୍ଭ ମୁଣ୍ଡମସଲା ଚାଲନ୍ତୁ ଜେଲ୍ ଯିବା ଚାଲନ୍ତୁ ଆଜି ଟିକେ ଜେଲ୍ ଆଡେ ବୁଲି ଆସିବା ! ବହୁଦିନ ହେଲା ଯଦି ଆପଣ ଯାଇ ନାହାନ୍ତି ତେବେ ଅତୀତର ସ୍ମୃତି ରୋମନ୍ଥନ ହେବ। ଯଦି ଆଦୌ ଯାଇନାହାନ୍ତି ତେବେ ନୂଆ ଅନୁଭବ ହେବ। ଯଦି ଆପଣ ବିବାହିତ, ତେବେ ଆପଣ ଅନ୍ତତ ଥରଟିଏ ଜେଲ୍…

ସିଏ ପିନ୍ଧିଲେ, ଆମେ ଟେକିଲେ

ଆମେ ଓଡ଼ିଆ ବୋଲି ଗର୍ଭକରୁ! ହଁ ଆପଣ ଠିକ୍ ପଢିଛନ୍ତି, ଆମେ ଓଡ଼ିଆ ବୋଲି ଗର୍ବ ନୁହେଁ ପ୍ରକୃତରେ ଗର୍ଭକରୁ। ଆପଣମାନେ ଆଜିକାଲି ସ୍କୁଲ୍ କଲେଜରେ ଝିଅମାନେ ଗର୍ଭବତୀ ହେବାର ଖବର ତ ପାଉଥିବେ! ତେବେ ଏ କଥା ସମସ୍ତେ ଜାଣିନଥିବେ କି ଗର୍ଭପାତରେ ମଧ୍ୟ ଆମେ ଆଗୁଆ। ଗର୍ଭରେ ମୁହଁ ପୂରାଇ ଝିଅଙ୍କୁ ଖୋଜି…