Odisha Link
Bridging the Missing Links in Odisha
Browsing Tag

KUNO

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର;…

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ତିନି ଶାବକଙ୍କୁ ଜନ୍ମ ଦେଇଛି ନାମିବିଆରୁ ଆସିଥିବା ଚିତା ଜ୍ୱାଲା। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ଏହା ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିରେ ଚିତା ଶାବକ ମା’ ପାଖରେ…

ସରକାରଙ୍କର ଚିତା ପ୍ରକଳ୍ପକୁ ଶକ୍ତ…

ଓଏଲ୍‌ ବ୍ୟୁରୋ: ପୁଣି ଏତ ଚିତାବାଘ ବୁଜିଲା ଆଖି। କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଚିତା ବାଘଟି ମାଈ। ସବୁଠୁ ବଡ଼ କଥା ହେଲା ୫ ମାସ ମଧ୍ୟରେ କୁନୋରେ ୯ଟି ଚିତା ବାଘ ଆଖି ବୁଜିଲେଣି। କେଉଁ କାରଣରୁ ଚିତାର ମୃତ୍ୟୁ ହେଲା ଜାଣିବାପାଇଁ ଅଧିକାରୀମାନେ ଚିତାର…

କୁନୋ ନ୍ୟାସନାଲ ପାର୍କକୁ ଫେରିଲା ଚିତା…

ଓଏଲ୍‌ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କରୁ ଦୁଇଟି ଚିତା ଚମ୍ପଟ ମାରିଥିବା ଖବର ସାମ୍ନାକୁ ଆସିଥିଲା। ପ୍ରଥମ ଚମ୍ପଟ ମାରିଥିବା ଚିତା ଓବାନ୍ ୬ଦିନ ପରେ କୁନୋ ନ୍ୟାସନାଲ ପାର୍କକୁ ଫେରିଥିବା ସୂଚନା ମିଳିଛି। ହେଲେ ବର୍ତ୍ତମାନ ସୁଦ୍ଧା ମିଳୁନି ମାଈ ଚିତା ‘ଆଶା'। କୁନୋ ନ୍ୟାସନାଲ ପାର୍କରୁ ଚିତା ଓବାନ୍…

କୁନୋ ନ୍ୟାସନାଲ ପାର୍କରୁ ଚମ୍ପଟ ମାରିଲା…

ଓଏଲ୍‌ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କରୁ ଆଉ ଏକ ଚିତା ଚମ୍ପଟ ମାରିଥିବା ଖବର ସାମ୍ନାକୁ ଆସିଛି। ନାମିବିଆରୁ ଆସିଥିବା ଚିତାବାଘ ଶାଶାର ମୃତ୍ୟୁ ପରେ ଚିତା ସଂଖ୍ୟା କମିଥିଲା। ହେଲେ ପରେ ୪ଟି ଶାବକ ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ କୁନୋ ପାର୍କରୁ ବାହାରକୁ ମାଈ ଚିତା ‘ଆଶା’…