Odisha Link
Bridging the Missing Links in Odisha
Browsing Tag

Lokashabha Bhawan

ଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ମଙ୍ଗଳବାର ସନ୍ଧ୍ୟା ୫ଟା ୪୫ରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଉଚ୍ଚଶିକ୍ଷା, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ସମ୍ପର୍କିତ କେତେକ ପ୍ରସ୍ତାବକୁ…

ଲୋକସଭା ଭବନରେ ଲାଗିଲା ନିଆଁ

ଭୁବନେଶ୍ବର: ଲୋକସଭା ଭବନର କେୟାର ଟେକର ରୁମ୍‌ରେ ନିଆଁ ଲାଗି ଯାଇଛି। ଆଜି ସକାଳ ପ୍ରାୟ ୯ ବେଳେ ନିଆଁ ଲାଗିଥିବା ସୂଚନା ମିଳିଛି। ୪୫ ମିନିଟ୍‌ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଜଣାପଡ଼ିନାହିଁ।