Odisha Link
Bridging the Missing Links in Odisha

ଲୋକସଭା ଭବନରେ ଲାଗିଲା ନିଆଁ

ଭୁବନେଶ୍ବର: ଲୋକସଭା ଭବନର କେୟାର ଟେକର ରୁମ୍‌ରେ ନିଆଁ ଲାଗି ଯାଇଛି। ଆଜି ସକାଳ ପ୍ରାୟ ୯ ବେଳେ ନିଆଁ ଲାଗିଥିବା ସୂଚନା ମିଳିଛି। ୪୫ ମିନିଟ୍‌ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଜଣାପଡ଼ିନାହିଁ।

Comments are closed.