Odisha Link
Bridging the Missing Links in Odisha
Browsing Tag

Manoj Mukund Naravane

୨ ଦିନିଆ ନେପାଳ ଗସ୍ତରେ ସ୍ଥଳସେନା…

ନୂଆଦିଲ୍ଲୀ: ବୁଧବାର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ। ଗତ କିଛି ମାସ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ ଭାରତୀୟ ସେନା ମୁଖ୍ୟଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଦୁଇ ଦିନିଆ ନେପାଳ ଗସ୍ତ ପୂର୍ବରୁ…

କାଶ୍ମୀରରେ କମିଛି ଆତଙ୍କୀ ହମ୍‌ଲା :…

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ଗତ ୬ ମାସରେ ଆତଙ୍କବାଦୀ ଆକ୍ରମଣ କମିଛି। ଏନେଇ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭାଶେ। ମନୋଜ ମୁକୁନ୍ଦ ନରଭାଶେ କହିଛନ୍ତି ଯେ, କାଶ୍ମୀର ଉପତ୍ୟକାରେ ଗ୍ରେନେଡ ଓ ଆଇଡିରେ ଆକ୍ରମଣ କିମ୍ବା ଗୁଳିମାଡ ଜନିତ ଘଟଣା ହ୍ରାସ ପାଇଛି। ପାକି୍ସ୍ତାନ…

ଧାରା ୩୭୦ ଉଛେଦ ଏକ ଐତିହାସିକ ପଦକ୍ଷେପ:…

ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସେନା ଦିବସ। ଏହି ଅବସରରେ ଆଜି ନୂଆଦିଲ୍ଲୀରେ ଚିତ୍ତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଯାଇଛି। ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ସାହାସିକତା ପ୍ରଦର୍ଶନ କରିଥିବା ସେନା ଯବାନମାନଙ୍କୁ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥଳ ସେନା ପ୍ରମୁଖ…