Odisha Link
Bridging the Missing Links in Odisha
Browsing Tag

Maoist Poster

ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର

କନ୍ଧମାଳ : କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ଆଇଏନ୍‌ପିପିଏଫ୍‌ ଜିଲ୍ଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜlଲଘୁ ହିଂସା କେଉଁ ଅଧିକାରରେ ଓ କଣ…

ରାୟଗଡାରେ ମାଓ ବିରୋଧୀ ପୋଷ୍ଟର

ମୁନିଗୁଡା: ରାୟଗଡାରେ ବିଷମକଟକ ଥାନା ଚାଟିକୋଣା ଗାଁ ଓ ମୁନିଗୁଡା ଥାନା ବୁର୍ଷିଖମ୍ବା ଗାଁର ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟ। ପୋଷ୍ଟରରେ ଡଙ୍ଗରିଆ ବିକାଶ ମଞ୍ଚ ପକ୍ଷରୁ ଜାରି କରାଯାଇଛି ବୋଲି ଉଲ୍ଲେଖ ରହିଛି। ପୋଷ୍ଟରରେ ନିୟମଗିରି ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆଙ୍କୁ ଠକିବା…

ନିୟମଗିରିରେ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା: ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ମାଓ ବିରୋଧୀ ପୋଷ୍ଟର ମରାଯାଇଛି। ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୋଷ୍ଟର ଲଗାଇଛି ଡଙ୍ଗରିଆ କନ୍ଧ ସୁରକ୍ଷା ମଞ୍ଚ। ମାଓ ସଂଗଠନ ରାସ୍ତା ନିର୍ମାଣ କରିବାକୁ ବିରୋଧ କରିବାକୁ ନେଇ ଏହି ପୋଷ୍ଟର ଲଗାଯାଇଛି। ୪ଟି ସ୍ଥାନରେ ପୋଷ୍ଟର ଲଗାଯାଇଛି।…

ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର ଲାଗିଥିବା ଦେଖବାକୁ ମିଳିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି। ଏହାସହ ପୁଲିସ…