Odisha Link
Bridging the Missing Links in Odisha

ନିୟମଗିରିରେ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା: ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ମାଓ ବିରୋଧୀ ପୋଷ୍ଟର ମରାଯାଇଛି। ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୋଷ୍ଟର ଲଗାଇଛି ଡଙ୍ଗରିଆ କନ୍ଧ ସୁରକ୍ଷା ମଞ୍ଚ।
ମାଓ ସଂଗଠନ ରାସ୍ତା ନିର୍ମାଣ କରିବାକୁ ବିରୋଧ କରିବାକୁ ନେଇ ଏହି ପୋଷ୍ଟର ଲଗାଯାଇଛି। ୪ଟି ସ୍ଥାନରେ ପୋଷ୍ଟର ଲଗାଯାଇଛି। ନିୟମଗିରି ସୁରକ୍ଷା ନାଁର କେତେଦିନ ନୀରିହ ଲୋକମାନଙ୍କ ସହ ଖେଳୁଥିବା ଓ ନିୟମଗିରିର ବିକାଶରେ ବାଧକ ସାଜୁଥିବା ନେତାଙ୍କ ପାଇଁ ଚିଠିରେ ଉଲ୍ଲେଖ ରହିଛି।

Comments are closed.