Odisha Link
Bridging the Missing Links in Odisha
Daily Archives

February 3, 2020

ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌: କାଲି…

ପୋଚେଫଷ୍ଟ୍ରୁମ୍‌: ଆସନ୍ତାକାଲି ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ସେମିଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଗତକାଲିର ମୁକାବିଲା ଜିତିବା ପାଇଁ ଦୁଇ ଦଳ ଚେଷ୍ଟା କରିବେ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି…

‘୨୦ ବର୍ଷ ହେଲା ବରବାଦ ଦେଖିଲ,…

ନୂଆଦିଲ୍ଲୀ: ଆସନ୍ତା ୮ରେ ହେବ ଦିଲ୍ଲୀ ନିର୍ବାଚନ। ଏହାକୁ ନେଇ ତିନି ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାର ପାଇଁ ଲାଗି ପଡ଼ିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ…

ଅଷ୍ଟମ ସଂଧ୍ୟାରେ ଆଦିବାସୀମେଳା…

ଭୁବନେଶ୍ୱର : ଆଦିବାସୀମେଳାର ଅଷ୍ଟମ ସଂଧ୍ୟା । ରବିବାର ହେତୁ ମେଳା ପରିସର ଜନସମୁଦ୍ରରେ ପରିଣତ ହୋଇଛି । ପ୍ରାୟ ୨ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିବାବେଳେ ସମଗ୍ର ମେଳା ପରିସର ସେଲଫି ଜୋନ୍‌ ପରି ମନେ ହେଉଥିଲା । ଆବାଳବୃଦ୍ଧବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ…

ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳିଦେବାକୁ…

ମହାରାଷ୍ଟ୍ର: ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ। ଏକ ତରଫା ପ୍ରେମକୁ ନେଇ ଜଣେ ବିବାହିତ ବ୍ୟକ୍ତି ଜଣେ ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଓ୍ବାର୍ଦ୍ଧା ହିମଗଙ୍ଗାଘାଟ ଅଞ୍ଚଳର। ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ନାଗପୁର…

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର : ଭୁବନେଶ୍ୱରର ସାଂସ୍କୃତିକ ମଂଚରେ ଦୁଇଜଣ ବିଖ୍ୟାତ ବମକାଇ ଶିଲକ୍ ଶାଢୀ ବୁଣାକାରଙ୍କୁ ବୟନିକା ତରଫରୁ ସ୧ାନୀତ କରାଗଲା । ଉକ୍ତ ଦୁଇଜଣ ହେଲେ ସୋନପୁର ଜିଲ୍ଲା ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରହ୍ଲାଦ ମେହେର ଓ ହାଡ଼ୁ ମେହେର । ଏମାନେ ଦୀର୍ଘ ୨୫ ବର୍ଷରୁ ଏହି ବମକାଇ ବୁଣାକାମରେ ନିୟୋଜିତ ।…

ଆସନ୍ତାକାଲି ପୁରୀରେ ଚକ ବନ୍ଦ ଡାକରା,…

ପୁରୀ: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ପୁରୀରୁ ଗଡିବନି ବସ୍। ଜଣେ ବସ୍ ଚାଳକଙ୍କୁ ମାଡ଼ ମାରି ହତ୍ୟା କରିବା ଅଭିଯୋଗ ଓ ପ୍ରତିବାଦରେ ପୁରୀ ବସ ମାଲିକ ପକ୍ଷରୁ ଦିନିକିଆ ଚକ ବନ୍ଦ ଡାକରା ଦିଆଯାଇଛି। ଏନେଇ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ଆଜି ଏକ ସମ୍ମାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ…

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ଦୁଃଖ ଖବର। ଗତକାଲି ଶେଷ ଟି-୨୦ ମ୍ୟାଚରେ ଆହତ ହୋଇଥିବା ହିଟ୍‌ ମ୍ୟାନ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିିଜରୁ ବାଦ ପଡ଼ିଛନ୍ତି। ଯାହାକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ। ଆହତ କାରଣରୁ ଦିନିକିଆ ଓ…

ରାଜ୍ୟ ପୈାର କର୍ମଚାରୀ ମହାସଂଘ ବୈଠକ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଓଡ଼ିଶା ପୈାର କର୍ମଚାରୀ ମହାସଂଘର ଅସ୍ଥାୟୀକର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

ପୂର୍ବତନ ମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ…

ଉତ୍ତରପ୍ରଦେଶ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଜାମିନ୍ ମିଳିଛି। ୪ ମାସ ଜେଲରେ ରହିବା ପରେ ଚିନ୍ମୟାନନ୍ଦଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ୧୬ ନଭେମ୍ୱରରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ନିଜ କଲେଜର…

ଆଇଏଏସ ବିଜୟକେତନଙ୍କୁ ଜାମିନ

କଟକ: ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ତାଙ୍କ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଲାଞ୍ଚ ନେଉଥିବା…