Odisha Link
Bridging the Missing Links in Odisha
Daily Archives

February 3, 2020

କପିଲଙ୍କ ଏପରି ପ୍ରଶ୍ନ ଶୁଣି ନିଜ ହସକୁ…

ମୁମ୍ବାଇ : ସମସ୍ତଙ୍କୁ ହସଉ ଥିବା କପିଲ ଶର୍ମା ଶୋକୁ ସର୍ବଦା ଅତିଥୀ ମାନଙ୍କ ଆଗମ ହୋଇଥାଏ । ଏଠାରେ ସେମାନେ ନିଜ ସିନେମାର ପ୍ରମୋଶନ ପାଇଁ ଆସିଥାନ୍ତି । ସିନେମା ମଲଙ୍ଗର ଷ୍ଟାର ମାନଙ୍କୁ କପିଲଙ୍କ ଶୋ ରେ ଦେଖିବାକୁ ମିଳିବ। ଷ୍ଟାର ଆଦିତ୍ୟ ରାୟ କପୁର ଓ ଦିଶା ପଟାନିଙ୍କ ସହ ସିନେମା ନିର୍ଦ୍ଦେଶକ ମୋହିତ…

କରୋନା ଭାଇରସ୍: କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାର ପ୍ରଭାବ ଭାରତରେ ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ଏହାରି ମଧ୍ୟରେ କେରଳରେ ୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଭୟଙ୍କର ସ୍ଥିତିର ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର…

ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା!

ସୁନାବେଡା: ସୁନାବେଡା ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ସ୍କୁଲ ପ୍ରିନିସପାଲ ସଂପୃକ୍ତ ଛାତ୍ରଙ୍କ ବାପାଙ୍କୁ…

ଭୁଜାଲି ମୁନରେ ଲୁଟ୍

ପାରାଦୀପ: ଭୁଜାଲି ମୁନରେ ଲୁଟ୍। ଆଜି ପାରାଦୀପରେ ଦିନ ଦ୍ବିପହରରେ ଭୁଜାଲି ଦେଖାଇ ଜଣେ ଲୋକଙ୍କଠୁ ଟଙ୍କା ଲୁଟ୍ ହୋଇଛି। ସୂଚନା ମୁତାବକ, ପାରାଦୀପ ପିପିଏଲ୍ ଛକ ଇଷ୍ଟକୋଷ୍ଟ୍ ପେଟ୍ରୋଲ୍ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଆଜି ପ୍ରାୟ ସାଢ଼େ ୧୧ଟା ସମୟରେ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍‌…

ଗାନ୍ଧିଜୀଙ୍କ ଉପରେ ବିବାଦୀୟ ବୟାନ ଦେଲେ…

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦୀୟ ହୋଇ ପଡ଼ଇଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍‌ଡେ। ଅନନ୍ତ ହେଗଡେ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀଙ୍କୁ କିପରି ଭାରତରେ ମହାତ୍ମା ବୋଲି ଡକାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ। ଏଥିସହ ସେ କହିଥିଲେ,…

ମା’ଙ୍କୁ ମନେପକାଇଲେ ଅର୍ଜୁନ

ମୁମ୍ବାଇ : ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ମା’ ଙ୍କ ଆଜି ଜନ୍ମ ଦିନ । ତାଙ୍କ ମା’ କ୍ୟାନସରରେ ରୋଗରେ ପିଡିତା ଥିଲେ । ୨୫ ମାର୍ଚ୍ଚ ୨୦୧୦୨ ମସିହାରେ ଅର୍ଜୁନଙ୍କ ମା’ ମୋନା କପୁରଙ୍କ ନିଧନ ହୋଇଥିଲା । ଆଜି ମା’ ମୋନାଙ୍କ ଜନ୍ମ ଦିନରେ ଅର୍ଜୁନ ସୋଶାଲ ମିଡିଆରେ ଏକ ଭାବବିହ୍ୱଳ ଭରା ପୋଷ୍ଟ କରିଛନ୍ତି ।…

ସିଟି ହସ୍ପିଟାଲ ଦାବିରେ ବରଗଡ଼ରେ ତେଜିଲା…

ବରଗଡ଼: ବରଗଡ଼ରେ ମୁଖ୍ୟ ଡାକ୍ତରଖାନା ଆଗରେ ରାସ୍ତା ଉପରେ ଧାରଣା ଦେଲେ ହଜାର ହଜାର ସଂଖ୍ୟାରେ ବରଗଡ଼ ସହରବାସୀ। ବରଗଡରେ ସିଟି ହସପିଟାଲ ଦାବିରେ ସ୍ଥାନୀୟ ଲୋକେ ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାରଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ…

୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ…

କଟକ: ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨, ୮୮୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି। ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି…

ଜନଜାତି ସଂଗ୍ରହାଳୟରେ ରହିବ ଓଡ଼ିଶା…

ଭୁବନେଶ୍ୱର: ଗୁଜୁରାଟର ପ୍ରସ୍ତାବିତ ଜନଜାତି ସଂଗ୍ରହାଳୟରେ ଓଡ଼ିଶାର ଇତିହାସ ରହିବ। ଏହି ସଂଗ୍ରହାଳୟରେ ଓଡ଼ିଶାର ପ୍ରମୁଖ ଜନଜାତି ନେତା ଓ ଜନଜାତି ବିଦ୍ରୋହ ସ୍ଥାନିତ ହେବ। ଲୋକସଭାରେ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ନିଜର ଉତ୍ତରରେ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ…

’ଦବଙ୍ଗ ୩’ ପରେ ଏହି ପ୍ରୋଜେକ୍ଟରେ ନଜର…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସିନେମା ’ଦବଙ୍ଗ ୩’ ହିଟ ହୋଇଥିଲା । କିନ୍ତୁ ତାଙ୍କର ଏଥରେ ବେଶୀ କିଛି ଖାସ୍‌ ରୋଲ୍‌ ନଥିଲା । ତାଙ୍କ ଅପେକ୍ଷା ନବାଗତା ସାଇ ମାଞ୍ଜ୍ରେକରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ସୋନାକ୍ଷୀ ଏବେ ଏକ ଭଲ ପ୍ରୋଜେକ୍ଟର ସନ୍ଧାନରେ ଅଛନ୍ତି ।…