Odisha Link
Bridging the Missing Links in Odisha

ଜନଜାତି ସଂଗ୍ରହାଳୟରେ ରହିବ ଓଡ଼ିଶା ଇତିହାସ

ଭୁବନେଶ୍ୱର: ଗୁଜୁରାଟର ପ୍ରସ୍ତାବିତ ଜନଜାତି ସଂଗ୍ରହାଳୟରେ ଓଡ଼ିଶାର ଇତିହାସ ରହିବ। ଏହି ସଂଗ୍ରହାଳୟରେ ଓଡ଼ିଶାର ପ୍ରମୁଖ ଜନଜାତି ନେତା ଓ ଜନଜାତି ବିଦ୍ରୋହ ସ୍ଥାନିତ ହେବ। ଲୋକସଭାରେ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ନିଜର ଉତ୍ତରରେ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟର ପ୍ରସ୍ତାବିତ ଜନଜାତି ସଂଗ୍ରହାଳୟରେ ଓଡ଼ିଶାର ପ୍ରମୁଖ ଜନଜାତି ଆନେ୍ଦାଳନ ଓ ଜନଜାତି ନେତାଙ୍କ ସ୍ମାରକୀ ରହିବ। ଏଥିରେ ସୁରେନ୍ଦ୍ର ସାଏଙ୍କ ଆନେ୍ଦାଳନ ଓ କୋରାପୁଟ ଆଦିବାସୀ ବିପ୍ଳବ ସ୍ଥାନିତ ହେବ। ସୁରେନ୍ଦ୍ର ସାଏଙ୍କ ଆନ୍ଦୋଳନ ଓ କୋରାପୁଟ ଆଦିବାସୀ ବିପ୍ଳବ ସ୍ଥାନିତ ହେବ । ଗଞ୍ଜାମ, ଘୁମୁସର ଓ କନ୍ଧ ମେଳି ମଧ୍ୟ ଉକ୍ତ ସଂଗ୍ରହାଳୟରେ ସ୍ଥାନିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Comments are closed.