Odisha Link
Bridging the Missing Links in Odisha
Daily Archives

February 3, 2020

ସପ୍ତାହେ ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ବିଜୁ ଜୟନ୍ତୀଙ୍କୁ ସ୍ୱତନ୍ତ୍ରଭାବେ ପାଳନ କରିବାକୁ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ସପ୍ତାହେ ଧରି ପାଳନ କରାଯିବାକୁ ଘୋଷଣା କରାଯାଇଛି। ଏନେଇ ବିଜେଡି ନେତା ଏୟୁ ସିଂଦେଓ, ସଞ୍ଜୟ ଦାଶବର୍ମା ଓ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ…

ହସ୍ପିଟାଲରେ ରିଷି କପୁର !

ମୁମ୍ବାଇ : ବଲିଉଡର ଅଭିନେତା ଋଷି କପୁର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ତେଣୁ ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଋଷିଙ୍କ ସହିତ ପତ୍ନୀ ନିତୁ ସିଂହ, ପୁଅ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ , ଋଷି…

ଚୀନରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଚୀନରେ ଭୂକମ୍ପ ଝଟକା। ଆଜି ଦକ୍ଷିଣ-ପଶ୍ଚିମ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମାଚାର ଏଜେନ୍ସି ସୂଚନା ମୁତାବକ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା। ଭୂକମ୍ପ କେନ୍ଦ୍ରସ୍ଥଳରୁ ୩୮ କିମି ଦୂରରେ ଥିବା ଚେଙ୍ଗଡୁ ଅଞ୍ଚଳରେ ଅଧିକ ମାତ୍ରାରେ ଝଟକା ଅନୁଭୂତ ହୋଇଛି ବୋଲି…

ରାଜଧାନୀରୁ ବିଦେଶୀ ମଦ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗରର ଷ୍ଟେସନ ବଜାର ଅଞ୍ଚଳରେ ଥିବା ଦୁଇଟି ଘରେ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ଼ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି। ପ୍ରାୟ ୬୧୭ଟି ବିଦେଶୀ ମଦ ସହ ଅନ୍ୟାନ୍ୟ ମଦ ଜବତ ହୋଇଥିବା ଜଣାପଡ଼ିଛି। ଜବତ ହୋଇଥିବା ମଦର…

ସୁପର ମଡେଲର ଟାଇଟଲ ହାସଲ କଲେ…

ଭୁବନ : ଓଡିଶାର ଝିଅ ଦୀପ୍ତିଜ୍ୟୋତି ପଟ୍ଟନାୟକ ସର୍ବଭାରତୀୟସ୍ତରରେ ଆୟୋଜିତ ଏଆଇଡବ୍ଲ୍ୟଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ୍‌ କରିଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲା ଭୁବନର ଏନ୍‌ଏସି ଅଧୀନ ୫ନଂ. ୱାର୍ଡରେ । ଦୀପ୍ତିଜ୍ୟୋତିଙ୍କ ବୟସ ୨୪। ବମ୍ବେରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ…

ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ, ଜଣେ…

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଖଡ଼ିଆଲ ରାଜ୍ୟ ରାଜପଥ ମୋହରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ ସହ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ବାଇକ ଆରୋହୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କଲେଜ…

ଏଚ୍.ଆଇ.ଭି ଔଷଧରେ କରୋନାରୁ ମୁକ୍ତି !

ନୂଆଦିଲ୍ଲୀ: ଅଣାୟତ୍ତ କରିଥିବା କରୋନା ଭାଇରସ୍‌ର ସଫଳ ଚିକିତ୍ସା ଦାବି କରିଛି ଥାଇଲାଣ୍ଡ। ଏଚ୍.ଆଇ.ଭି ପାଇଁ ଉଦ୍ଧିଷ୍ଟ ଔଷଧରେ କରୋନା ଭାଇରସ୍‌ର ସଫଳ ଚିକିତ୍ସା ହୋଇଥିବା ଦାବି। ଉହାନ୍‌ର ଜଣେ ୭୦ ବର୍ଷୀୟ ମହିଳାଙ୍କୁ ଏଚ୍.ଆଇ.ଭି ଔଷଧ ଦେଇ କରୋନା ମୁକ୍ତ କରାଯାଇଥିବା ନେଇ ଦାବି କରିଛନ୍ତି ବ୍ୟାଙ୍କକ୍‌…

ଅଡ଼ୁଆରେ ଅନୁଭବ: କଂଗ୍ରେସ ନେତା…

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିଛା ଛାଡ଼ୁନି ବିବାଦ। କିଛି ଦିନ ତଳେ ପୁରୁଣା ବକେୟା ଦେଇ ନଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା ଅନୁଭବ ଏବେ ଆଉ ଏକ ବିବାରେ ଛନ୍ଦି ହୋଇଯାଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଛି ବିବାଦ। ଗତକାଲି ଅନୁଭବଙ୍କ ଶିକ୍ଷାଗତ…

ପଦକ୍ଷେପ ନିଆଯବ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର: ଅଗଣିତ ଓଡ଼ିଆଙ୍କ ପ୍ରାଣପିଣ୍ଡ ଆରାଧ୍ୟ ଦେବ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଯାହାଙ୍କର ମହିମା ଓଡ଼ିଶା ନୁହେଁ ବରଂ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଖାଲି ସେତିକି ନୁହେଁ ମହାପ୍ରଭାଙ୍କ ବାରମାସର ତେର ପର୍ବ ବେଶ ନିଆରା। ଏଥି ମଧ୍ୟରୁ ରଥଯାତ୍ର ହେଉଛି ଅନ୍ୟତମ ପ୍ରମୁଖ ପର୍ବ।…

ଏହି ସିନେମାର ଟ୍ରେଲର ଦେଖି ସ୍ୱାମୀଙ୍କୁ…

 ନୂଆଦିଲ୍ଲୀ : ସିନେମାରୁ ଅନେକ ଲୋକ ବହୁତ କଥା ଶିଖିଥାନ୍ତି । ରିୟଲ ଲାଇଫକୁ ନେଇ ଅନେକ ସମୟରେ ସିନେମା ପ୍ରସ୍ତୁତ କରାଯାଇଥାଏ । କିଛି ଦିନ ତଳେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ସଂପର୍କରେ ସତେଚନତା ସୃଷ୍ଟି କରିବା ଦିଗରେ ଏକ ସିନେମାର ଟ୍ରେଲର ରିଲିଜ୍ ହୋଇଛି । ସିନେମାଟି ନାଁ ‘ଥପଡ’ । ଏହାକୁ…