Odisha Link
Bridging the Missing Links in Odisha
Browsing Tag

Martyred

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ;…

ଜାମ୍ମୁ: ପୁଣି ଥରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ରଜୌରୀର କେରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ଜଣା ପଡ଼ିଛି। ଫଳରେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ…

ଆତଙ୍କବାଦୀ ଆକ୍ରମଣ : ୨ଯବାନ,ଜଣେ…

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ସୋମବାର ବାରାମୂଳା ଜିଲ୍ଲାର କ୍ରେରି ଅଞ୍ଚଳରେ ସିଆରପିଏଫ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ପୋଲିସ୍ ଅଫିସର ଏବଂ ୨ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀ…

୨୦ ଜଣ ବୀର ଶହୀଦଙ୍କ ତାଲିକା ଜାରି କଲା…

ନୂଆଦିଲ୍ଲୀ: ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ରୋଲକୁ ନେଇ ବିବାଦ ଲାଗି ରହିଛି। ଗତକାଲି ସୀମାରେ ହୋଇଥିବା ସଂଘର୍ଘରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ସେହି ୨୦ ଜଣଙ୍କର ନାମ ଘୋଷଣା କରିଛି ଭାରତୀୟ ସେନା। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ…

ଭାରତ-ଚୀନ ବିବାଦ: ୨ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ବର: ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି। ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ। ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେହି ଶହୀଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ…