Odisha Link
Bridging the Missing Links in Odisha
Browsing Tag

Member Of Parliament

୭ ବର୍ଷ ପରେ ବଢ଼ିଲା ସାଂସଦଙ୍କ ଦରମା ଓ…

ଓଏଲ୍‌ ବ୍ୟୁରୋ: ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାଖାପାଖି ୭ ବର୍ଷ ପରେ ସାଂସଦମାନଙ୍କ ଦରମା ବୃଦ୍ଧି ପାଇଛି। ପୂର୍ବ ତୁଳନାରେ ଏଣିକି ସାଂସଦମାନେ ଏଣିକି ମାସିକ ୨୪ ହଜାର ଟଙ୍କା ଅଧିକ ଦରମା ପାଇବେ। ପୂର୍ବରୁ ସେମାନଙ୍କ ଦରମା ୧ ଲକ୍ଷ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ…

ସାଂସଦ ଇନିଂସ ଆରମ୍ଭ କଲେ ପ୍ରିୟଙ୍କା,…

ଓଏଲ‌ ବ୍ୟୁରୋ: ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନଡ ଲୋକସଭା ଉପନିର୍ବାଚନରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇ ନିର୍ବାଚିତ ହୋଇଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି ତାଙ୍କ ଭାଇଙ୍କ ପରି ହାତରେ ସମ୍ବିଧାନ ଧରି ଶପଥ…

ଭାରତର ଇତିହାସରେ ପ୍ରଥମ; ସଂସଦରେ ରେକର୍ଡ…

ଓଏଲ୍‌ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗ ପାଇଁ ହୁଲୁସ୍ତୁଲ ସଂସଦର ଉଭୟ ଗୃହ। ବାରମ୍ବାର ପ୍ରଶ୍ନ ଉଠାଇବା ବିରୋଧୀ ସାଂସଦଙ୍କ ପାଇଁ ହୋଇଛି ମହଙ୍ଗା।ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ…

ଦିନକରେ ୭୮ ସାଂସଦ ନିଲମ୍ବିତ, ଶୀତ…

ଓଏଲ୍‌ ବ୍ୟୁରୋ: ଅଚଳ ହୋଇଛି ସଂସଦ। ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦର ଉଭୟ ଗୃହ ଅଚଳ ହୋଇଛି।ଯେଉଥିପାଇଁ ଲୋକସଭା ପରେ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଆଜି ଉଭୟ ଗୃହରୁ ମୋଟ ୭୮ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଏହାପୂର୍ବରୁ ଆଜି ଲୋକସଭାରେ ୩୩ ଜଣ…