Odisha Link
Bridging the Missing Links in Odisha
Browsing Tag

Midday meal

ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି…

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ସ୍କୁଲ୍‌ ଛାତ୍ରୀ। ପାଚିକା କିମ୍ବା ସହାୟିକାଙ୍କ ବଦଳରେ କୁନି କୁନି ପିଲାମାନଙ୍କୁ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତିରେ ଲଗାଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଉପକଣ୍ଠ ସୁନ୍ଦରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ…

ମଧ୍ୟାହ୍ନ ଭୋଜନ ଖାଇ ୫୦ ପିଲା ଅସୁସ୍ଥ

ଯାଜପୁର: ଯାଜପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରାଥମିକ ବିଦ୍ୟାଳୟର ୫୦ ଛାତ୍ରଛାତ୍ରୀ ଅସୁସ୍ଥ ଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ହରିଦାସପୁର ପଞ୍ଚାୟତର ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତରେ ଏକ ମଲା ଝିଟିପିଟି ଦେଖିବାକୁ…

ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ…

ବୌଦ୍ଧ: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଏହି ଅଘଟଣ ଘଟିଛି ବୌଦ୍ଧ କଣ୍ଟାମାଳ ବ୍ଲକ ଲୋକପଡା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ ପ୍ରବଳ ବାନ୍ତି କରିଥିଲେ। ଏହାପରେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ…

ମଧ୍ୟାହ୍ନ ଭୋଜନରେ କ୍ଷୀରଦହି

ଭୁବନେଶ୍ବର : ଏଣିକି ମଧ୍ୟାହ୍ନ ଭୋଜନନରେ ଛାତ୍ରଛାତ୍ରୀଙ୍କୁ ମିଳିବ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ଆସିଥିବା ପ୍ରସ୍ତାବକୁ ତର୍ଜମା କରିଛନ୍ତି ସରକାର। ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ। ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ। ଏହା କହିଛନ୍ତି ଖାଦ୍ୟ ଓ ଯୋଗଣା ମନ୍ତ୍ରୀ…

ଗଣେଶ ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନଭୋଜନ…

ଭୁବନେଶ୍ୱର : ଏଣିକି ଗଣେଶ ଓ ସରସ୍ୱତୀ ପୂଜାରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ପୂର୍ବରୁ ଏହି ଦୁଇ ପୂଜା ସମୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ମଧ୍ୟାହ୍ନ ଭୋଜନରେ ଉଷୁନା ଚାଉଳ ଭାତ ଖାଇବାକୁ ଦିଆଯାଉଥିବାରୁ କିଛି…

ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ ବେଳେ…

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ଜଣେ ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ୪୨ ପ୍ୟାକେଟ ଚାଉଳ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ଓ ମହିଳା ସଂଘ ଧରି…