Odisha Link
Bridging the Missing Links in Odisha

ମଧ୍ୟାହ୍ନ ଭୋଜନରେ କ୍ଷୀରଦହି

ଭୁବନେଶ୍ବର : ଏଣିକି ମଧ୍ୟାହ୍ନ ଭୋଜନନରେ ଛାତ୍ରଛାତ୍ରୀଙ୍କୁ ମିଳିବ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ଆସିଥିବା ପ୍ରସ୍ତାବକୁ ତର୍ଜମା କରିଛନ୍ତି ସରକାର। ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ। ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ। ଏହା କହିଛନ୍ତି ଖାଦ୍ୟ ଓ ଯୋଗଣା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

Comments are closed.