Odisha Link
Bridging the Missing Links in Odisha
Browsing Tag

Migrant Labourer

ପ୍ରବାସୀ ଶ୍ରମିକଙ୍କ ହେବ ସ୍କିଲ୍‌…

ଭୁବନେଶ୍ବର: ଏଣିକି ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ନକ୍ସାଙ୍କନ (ସ୍କିଲ ମ୍ୟାପିଂ) କରାଯିବ। ଏ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ଲକ୍‌ଡାଉନ୍‌ ପାଇଁ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଘରବାହୁଡ଼ା ଓ ନିଯୁକ୍ତି ସମସ୍ୟା ଉପରେ…

୩ ବିମାନରେ ଓଡ଼ିଶା ଫେରିଲେ ପ୍ରବାସୀ…

ଭୁବନେଶ୍ବର: ଲକ୍‌ଡାଉନ୍‌ କାରଣରୁ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସରକାର ଫେରାଇ ଆଣିଛନ୍ତି। ୩ଟି ଏୟାର ଏସିଆ ବିମାନ ଯୋଗେ ୩୫୦ ଜଣ ଶ୍ରମିକଙ୍କୁ ଭୁବନେଶ୍ବର ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଜମ୍ମୁକଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ଶମ୍ବା…

କ୍ବାରାଣ୍ଟିନ୍‌ରେ ଥିବା ଶ୍ରମିକ…

ଶିକର: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଅଭାବ ଅସୁବିଧା କଥା ନିତିଦିନ ଗଣମାଧ୍ୟମରେ ଆସୁଥିବା ବେଳେ ଏହାର ବିରୋଧାଭାସ ଦେଖିବାକୁ ମିଳିଛି ରାଜସ୍ଥାନରେ। କ୍ବାରାଣ୍ଟିନ୍‌ରେ ଥିବା ରଙ୍ଗମିସ୍ତ୍ରୀମାନେ ସରକାରଙ୍କ ବ୍ୟବସ୍ଥାରେ ସନ୍ତୋଷପ୍ରକଟ କରି ଅଭିନବ ଶୈଳୀରେ…

ଦିଲ୍ଲୀ: ମୁଠାଏ ଦାନା ପାଇଁ ସକାଳୁ…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ଦାଦନ ଶ୍ରମିକଙ୍କ ଯାତନାଜର୍ଜର ଜୀବନର ଆଉ ଗୋଟିଏ ଚିତ୍ର ସାମନାକୁ ଆସିଛି। ପେଟର ଭୋକ ମେଣ୍ଟାଇବା ପାଇଁ ଗ୍ରୀଷ୍ମର ଧୁ ଧୁ ଖରାରେ ସକାଳୁ ସଂଧ୍ୟା ଯାଏଁ ଠିଆ ହେବାକୁ ପଡ଼ୁଛି। ଭୋକର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି ଦିଲ୍ଲୀରେ। ଦୈନିକ ୧୦ ଲକ୍ଷ ଲୋକଙ୍କୁ ମାଗଣା…

ଲକ୍‌ଡାଉନ୍‌ ହଟିଲା ଭାବି ଷ୍ଟେସନ୍‌ରେ…

ମୁମ୍ବାଇ: ଆଜି ଏପ୍ରିଲ ୧୪ ତାରିଖ। ପ୍ରଥମ ଦଫା ଲକ୍‌ଡାଉନ୍‌ ଆଜି ହଟିବାର ଥିଲା। ତେବେ ଏହାକୁ ଦେଶବ୍ୟାପୀ ମେ' ୩ ତାରିଖ ଯାଏଁ ସଂପ୍ରସାରିତ କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଘୋଷଣା କରରିଥିବା ବେଳେ ମୁମ୍ବାଇର ହଜାର ହଜାର ଦାଦନ ଶ୍ରମିକଙ୍କ ପାଖରେ କିନ୍ତୁ ଏ ଖବର ପହଞ୍ଚି…

ଫେରୁଛନ୍ତି ଦାଦନ ଶ୍ରମିକ, ଭୟରେ…

ନୂଆପଡ଼ା: କରୋନା ଭାଇରସ୍‌ ଆତଙ୍କ ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖିଥିବା ବେଳେ ଓଡ଼ିଶାରେ ଦେଖବାକୁ ମିଳିଛି ବିପରୀତ ବିସ୍ଥାପନ। କାମଧନ୍ଦା ଛାଡ଼ି ଗାଁରୁ ସହର ଓ ରାଜ୍ୟ ବାହାରକୁ ଯାଇଥିବା ହଜାର ହଜାର ଦାଦନ ଶ୍ରମିକ ଏବେ ନୂଆପଡ଼ା ଜିଲ୍ଲାରେ ନିଜ ଗାଁକୁ ଫେରିଛନ୍ତି। ଏଭଳି କ୍ଷେତ୍ରରେ ଗ୍ରାମଗୁଡ଼ିକରେ ସବୁ…