Odisha Link
Bridging the Missing Links in Odisha
Browsing Tag

Mohan Bhagwat

ଭୁବନେଶ୍ବରରେ ପହଞ୍ଚିଲେ ମୋହନ ଭାଗବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ। ମୋହନ ଭାଗବତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ଚାଲିବ।…

ଓଡ଼ିଶା ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆରଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ ବୋଲି…

ଭିଡ଼ ହିଂସାରେ ଆର୍‌ଏସ୍‌ଏସ୍‌ ସମ୍ପୃକ୍ତ…

ନାଗପୁର: ଆଜି ହେଉଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ବିଜୟାଦଶମୀରେ ସଂଘର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଥାଏ। ଏପ୍ରତିଷ୍ଠା ଦିବସ ଉପଲକ୍ଷେ ସଂଘ ତରଫରୁ ନାଗପୁରରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଆଜି ବିଜୟାଦଶମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସଂଘର…

ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି: ମୋହନ…

ନୂଆଦିଲ୍ଲୀ: ଜଣେ ହେଲେ ହିନ୍ଦୁ ଦେଶ ଛାଡ଼ିବେନି। ଏପରି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ସେ କହିଛନ୍ତି ଯେ, ଏନ୍ଆରସି (ଜାତୀୟ ନାଗରିକ ପଞ୍ଜିକା) ତାଲିକାରେ ନାଁ ନଥିଲେ ବି କୌଣସି ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି। ଏନ୍ଆରସି ତାଲିକାରୁ ବାଦ୍ ପଡ଼ିବାର ମାନେ ନୁହେଁ ଯେ, ଦେଶରୁ ସେମାନଙ୍କୁ…

ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗୱତଙ୍କୁ…

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ଜର୍ମାନୀର ରାଷ୍ଟ୍ରଦୂତ ୱାଲଟର ଲିଣ୍ଡନେର୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଏକ ଜନ ଆନ୍ଦୋଳନ ରୂପେ ଅଭିହିତ କରିଛନ୍ତି। ସେ କହିଛନ୍ତି ନାଗପୁରସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ଗସ୍ତ କରି ସେ ‘ଭାରତୀୟ ସମାଜରେ ବିଭିନ୍ନତା’କୁ ବୁଝିବା ପାଇଁ ଚେଷ୍ଟା…