Odisha Link
Bridging the Missing Links in Odisha
Browsing Tag

Monsoon

ଲାଗି ରହିିବ ଗୁଳୁଗୁଳି, ଜୁନ୍‌ ୧୦…

ଭୁବନେଶ୍ବର: ଓଡ଼ିଶାରେ ସ୍ବାଭାବିକ ସମୟ କିମ୍ବା ତା'ଠାରୁ ଆଗୁଆ ଆସିପାରେ ମୌସୁମୀ। ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୟାସ୍‌ ବାତ୍ୟା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ବିଗାଡ଼ିବ ନାହିଁ। ଏଥିସହିତ ମୌସୁମୀ ପ୍ରବାହ ପାଇଁ ଏହା ଅନୁକୂଳ ପଥ ପ୍ରସ୍ତୁତ କରିଛି। ଅନୁମାନ କରାଯାଉଛି, ଆସନ୍ତା…

ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ। ମୌସୁମୀ ଜୁନ ୧ରେ କେରଳ ଛୁଇଁବା ନେଇ  ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଜୁନ ୧ରେ ଦକ୍ଷିଣ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ  ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିକହିଥିଲା ଯେ, ଭାରତର…

ଚଳିତ ବର୍ଷ ମୌସୁମୀ ସ୍ବାଭାବିକ

ଭୁବନେଶ୍ବର: ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ ବର୍ଷା। ମୌସୁମୀ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଚଳତି ବର୍ଷ ମୌସୁମୀ ବର୍ଷା ୯୮ ପ୍ରତିଶତ ହେବାର ସମ୍ଭାବନା ରହିଛି। ଜୁନ୍‌ରୁ ସେପ୍ଟମ୍ବର ମାସ ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ…

ମୌସୁମୀ ଆଉ ୨ ଦିନ, ୨୮ରୁ ପାଗ ଶୁଖିଲା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ଆଉ ୨ ଦିନ ପର୍ଯ୍ୟନ୍ତ ରହିବ। ୨ ଦିନ ପରେ ଓଡ଼ିଶାରୁ ଫେରିଯିବ ମୌସୁମୀ। ମୌସୁମୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଥିବା ବେଳେ ଅକ୍ଟୋବର ୨୮ରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ…

ସେପ୍ଟେମ୍ବର ପୂର୍ବରୁ ହେବ ବିଧାନସଭା…

ଭୁବନେଶ୍ୱର: କରୋନା କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ରାଜ୍ୟ ବିଧାନସଭା ଅଧିବେଶନ ହେବ। ବିଧାନସଭା ଅଧିବେଶନ ହେବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି। ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ବିଧାନସଭା ଅଧିବେଶନ ଅଧିବେଶନ ସମୟରେ ସମସ୍ତ କୋଭିଡ…

୨୦ରୁ ୨୨ ମଧ୍ୟରେ ଓଡ଼ିଶା ଛୁଇଁପାରେ…

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଅସହ୍ୟ ଗରମ ସାଙ୍ଗକୁ ଅସହ୍ୟତାତିରୁ ମୁକ୍ତି ପାଇବେ ଓଡ଼ିଶାବାସୀ। କାହିଁକିନା ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶାକୁ ପ୍ରଥମେ ମୌସୁମୀ ବାୟୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ…

ରାଜ୍ୟରେ ୨୦ଟି ଜିଲ୍ଲା ପାଇଁ କାଳବୈଶାଖୀ…

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ବୁଧବାର ମଧ୍ୟରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା​ ଦେଇଛି । ଏହାର ପ୍ରଭାବରେ ଉପକୂଳ…