Odisha Link
Bridging the Missing Links in Odisha
Browsing Tag

Nalco

ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି…

ଭୁବନେଶ୍ବର: ନାଲକୋକୁ ଉତ୍କଳ-ଇ କୋଇଲା ଖଣିର ଲିଜ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ଏ ନେଇ ଗତ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାୟ ୫୨୩.୭୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି କୋଇଲା ବ୍ଲକ ଅନିଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ…

ନାଲକୋରେ ୩୦ ହଜାର କୋଟି ନିବେଶ

ଭୁବନେଶ୍ବର: ୨୦୨୭-୨୮ ବର୍ଷ ସୁଦ୍ଧା ନାଲକୋରେ ୩୦ ହଜାର କୋଟି ନିବେଶ କରାଯିବ। ସମ୍ପ୍ରସାରଣ ଓ ବିବିଧାୟନ କ୍ଷେତ୍ରରେ ଏହି ଅର୍ଥ ନିବେଶ କରିବ ନାଲକୋ। ପ୍ରତିଷ୍ଠା ଦିବସରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ମହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହାଦ୍ବାରା…

ନାଲକୋ ମହିଳା ସମିତିର ପଥପ୍ରାନ୍ତ ନାଟକ

ଭୁବନେଶ୍ୱର: ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ରଙ୍କ ନେତୃତ୍ୱରେ ସମିତିର ସଦସ୍ୟାମାନେ ଆଜି ପୁରୀସ୍ଥିତ ଗାନ୍ଧୀ ପାର୍କଠାରେ ପଥପ୍ରାନ୍ତ ନାଟକ (ନୁକ୍କଡ୍ ନାଟକ-୨୦୨୦) ପ୍ରଦର୍ଶନ କରିଥିଲେ। ଏହି ନୁକ୍କଡ୍ ନାଟକ ଲୋକମାନଙ୍କ ମଧ୍ୟରେ କୋଙିଡ୍-୧୯ ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା…

୨୬ରେ ଦେଶବ୍ୟାପି ଶ୍ରମିକ ଧର୍ମଘଟ

ନାଲକୋନଗର: ଚଳିତ ମାସ ୨୬ ତାରିଖରେ ଦେଶ ବ୍ୟାପି ଶ୍ରମିକ ଧର୍ମଘଟ ହେବ। ଏହା କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧୀ ନୀତିକୁ ବିରୋଧରେ ଏହି ଧର୍ମଘଟ ଅନୁଷ୍ଠିତ ହେବ। ଏହାକୁ ସଫଳ କରିବା ପାଇଁ ଆଜି ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ…

ନାଲକୋରେ ପାଳନ ହେଲା ସତର୍କତା ସଚେତନତା…

ଭୁବନେଶ୍ୱର: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଏହାର ମୁଖ୍ୟ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ସତର୍କ ଭାରତ, ସମୃଦ୍ଧ ଭାରତ କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରା ଯାଇ ଥିଲା। ଅକ୍ଟୋବର ୨୭ ତାରିଖରେ, ଶ୍ରୀଧର ପାତ୍ର,…

ନାଲକୋର ନୂତନ ନିର୍ଦ୍ଦେଶକ ହେଲେ ମନସା…

ଭୁବନେଶ୍ୱର: କେନ୍ଦ୍ର ସରକାର ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ର ନୂତନ ନିର୍ଦ୍ଦେଶକ ଭାବରେ ମନସା ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ଅନୁଗୁଳସ୍ଥିତ ସ୍ମେଲଟର୍ ଏବଂ ପାୱାର୍ କମ୍ପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ…

ନାଲକୋର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ପକ୍ଷରୁ ଏହାର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ନାଲ୍କୋ ନଗରଠାରେ ଆୟୋଜିତ ଏକ ଉତ୍ସବରେ କଳାକାର, ଅନୁଷ୍ଠାନ ଏବଂ ପ୍ରସିଦ୍ଧ ବିଶାରଦଙ୍କୁ ଓଡ଼ିଶୀ ନୃତ୍ୟ, ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ…

ପଟ୍ଟାଙ୍ଗୀରେ ଶାନ୍ତିପୂର୍ଣ୍ଣ ଭାବେ…

କୋରାପୁଟ: ନାଲ୍‌କୋକୁ ପଟ୍ଟାଙ୍ଗୀ ବକ୍ସାଇଟ୍ ଖଣିର ଆବଣ୍ଟନପରେ ଏହାର ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ ଆଜି ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପଟ୍ଟାଙ୍ଗୀ ଷ୍ଟାଡିଅମ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ସଂଖ୍ୟାରେ ପଟ୍ଟାଙ୍ଗୀ ବ୍ଲକ୍‌ର ଜନସାଧାରଣ ଅଂଶଗ୍ରହଣ…

ନାଲ୍‌କୋର ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ବର: ନାଲ୍‌କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନିର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି। ସୋମବାର କାର୍ମିକ ଏବଂ ପ୍ରଶିକ୍ଷଣ…

ଶ୍ରୀଧର ପାତ୍ର ନାଲକୋ ଅଧ୍ୟକ୍ଷ

ଭୁବନେଶ୍ବର: ଜାତୀୟ ଇସ୍ପାତ କମ୍ପାନୀ ନାଲକୋର ନୂଆ ଅଧ୍ୟକ୍ଷ ଭାବେ ଡ. ଶ୍ରୀଧର ପାତ୍ରଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପ୍ରତି ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ(ଅର୍ଥ) ଅଛନ୍ତି। ବର୍ତ୍ତମାନ ନାଲକୋର ଅଧ୍ୟକ୍ଷ ଥିବା ତପନ…