Odisha Link
Bridging the Missing Links in Odisha
Browsing Tag

Odia Actor

ନିର୍ବାଚନ ଋତୁରେ କଂଗ୍ରେସରେ ମିଶିଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ହାତ ସାଥେ ହାତ ମିଶାଇଲେ ଅଭିନେତା ମନୋଜ ମିଶ୍ର। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ଜଣାଶୁଣା ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ…

ଆରପାରିରେ ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ବର: ଓଲିଉଡ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ମାସକ ତଳେ ଭେଟେରାନ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିବା ବେଳେ ଜଣାଶୁଣା ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ସହୀଦନଗର ବାସ ଭବନରେ…

ପରଲୋକରେ ପିଣ୍ଟୁ ନନ୍ଦ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ସିନେ ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ…

କାଷ୍ଟିଂ କାଉଚ୍‌ : ୪୩ ଦିନ ଜେଲରେ ଥିଲେ,…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରୁ ଓଡ଼ିଆ ହାସ୍ୟଅଭିନେତା ପପୁ ପମ୍‌ପମ୍‌ଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ପ୍ରାୟ ୬ ବର୍ଷ ପରେ କାଷ୍ଟିଂ କାଉଚ୍‌ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପ୍‌ ପମ୍‌ପମ୍। ୨୦୧୬ ମସିହାରେ ପପୁ ପମ୍‌ପମ୍‌ଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ।…

ସିନେ ଅଭିନେତା ବବିଙ୍କ ହାଇଡ୍ରାମା,…

ଭୁବନେଶ୍ବର: କେବେ ହିରୋ ତ କେବେ ଭିଲିଆନ୍। ଆଉ କେବେ କାହା ଭାଇତ କାହା ସାଙ୍ଗର ଅଭିନୟ କରି ଓଲିଉଡ ଜଗତରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ବବି। ନିଜର ଅଭିନୟ ବଳରେ ଦର୍ଶକଙ୍କ ମନରେ ରାଜ କରନ୍ତି ସେ। ଆଲବମ୍‌ଠୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ଉଚ୍ଚକୋଟୀର ଅଭିନୟ କରି ସର୍ବଦା ଚର୍ଚ୍ଚାରେ ରୁହନ୍ତି…