Odisha Link
Bridging the Missing Links in Odisha
Browsing Tag

Odisha cm

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର!…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଅପରାଧୀମାନେ ହେଉଛନ୍ତି ସୁପାରି କିଲର। ଏମାନେ କୌଣସି ଛୋଟମୋଟ ଗୁଣ୍ଡା ନୁହନ୍ତି ବରଂ ଅତ୍ୟାଧୁନିକ ଅସ୍ତ୍ରସହ ସହ ଏକେ-୪୭ ରାଇଫଲ ବ୍ୟବହାରକାରୀ ହାଇପ୍ରୋଫାଇଲ କ୍ରିମିନାଲ। ଏହି ମର୍ମରେ ଏକ ଧମକପୂର୍ଣ୍ଣ ଚିଠି ନବୀନ…

ତପ୍ତପାଣି ସଡ଼କ ଦୁର୍ଘଟଣା: ମୃତକଙ୍କ…

ଭୁବନେଶ୍ବର: ବ୍ରିଜ୍‌ ତଳକୁ ବସ୍‌ ଖସି ୭ ମୃତ, ୪୦ରୁ ଉର୍ଦ୍ଧ୍ବ ଆହତ ଘଟଣାରେ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଅନୁକମ୍ଫା ସହୟତା ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ…

ବିଜେବି କଲେଜରେ ଛାତ୍ରାବାସ ଓ…

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେବି କଲେଜର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନୂତନ କ୍ୟାଣ୍ଟିନର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରି ଅରୁଣ ସାହୁ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କଲେଜରେ…

କଟକ ରିଂ ରୋଡ ହେବ ୬ ଲେନ

କଟକ: ବିଶ୍ୱସ୍ତରୀୟ ଅନୁଷ୍ଠାନ ହେବ କଟକ ବଡ ମେଡିକାଲ। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରାଯିବ। ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏସସିବି ଦ୍ୱିତୀୟ କ୍ୟାମ୍ପସ ପାଇଁ କଟକ ହାଡିଆପଡାରେ ମୁଖ୍ୟମନ୍ତ୍ରୀ…

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ। ଏହି ଦିନକୁ ଧୁମଧାମ୍ ରେ ପାଳନ କରିବା ପାଇଁ କର୍ମୀମାନେ ଅପେକ୍ଷାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ଆଜି ଘୋଷଣା କରିଛନ୍ତି। ଚଳିତବର୍ଷ ଫନି ବାତ୍ୟାରେ ରାଜ୍ୟର ବିପୁଳ କ୍ଷତି ଘଟିଥିବାରୁ…