Odisha Link
Bridging the Missing Links in Odisha
Browsing Tag

Odisha Congress

ପଦବୀ ୧, ଆଶାୟୀ ଅନେକ

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ଯାହାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚାରେ। ଏହାସହ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବୟାନ ଆହୁରି ରୋମାଞ୍ଚ ବଢ଼େଇ ଦେଇଛି। ସୁର ରାଉତରାୟ  କହିଛନ୍ତି ଯେ, କଂଗ୍ରେସର କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଆଉ…

ଯୁବ କଂଗ୍ରେସ ସଭାପତି ଚୟନ ପ୍ରସଙ୍ଗ:…

ଭୁବନେଶ୍ୱର: ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟ କଂଗ୍ରେସର ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନ ସଭାପତି ପଦବି ପୂରଣ କରାଯିବ। ଏଥିପାଇଁ ରାଜନୀତି ଆରମ୍ଭ ହୋଇ ସାରିଲାଣି। ଅନ୍ୟପଟେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ପ୍ରତିକ୍ରିୟ ଦେଇଛନ୍ତି। ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ୪…

କଂଗ୍ରେସ ସ୍ଥିତି ସଜାଡ଼ିବା ପାଇଁ ୧୪ରେ…

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶାରେ କଂଗ୍ରେସର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ଏବଂ ସେଠାରେ ଥିବା ଜିଲ୍ଲା ସ୍ତରୀୟ ନେତା ଓ କର୍ମୀମାନଙ୍କ ସହ…

‘ଏଇଠି ପାଟିତୁଣ୍ଡ, ଲୋକସଭାରେ…

ଭୁବନେଶ୍ୱର: ଆଜି ଲୋକସଭାରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ବିଲକୁ ବିଜେଡିର ସମର୍ଥନକୁ ନେଇ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଉଭୟ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,…

ସୋନିଆଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ…

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଛି ନେତା ନିରଞ୍ଜନ ହଟାଅ ମେଳି କରୁଛନ୍ତି ତ ଆଉ କେତେବେଳେ ନିରଞ୍ଜନଙ୍କ ସହ ମିଶି ମାନଭଞ୍ଜନ କରୁଛନ୍ତି। ସେ ଯାହା ବି ହେଉ ଓଡ଼ିଶା କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଦାବି ପୁଣିଥରେ ଜୋରଦାର ହୋଇଛି। ଏନେଇ ଆସନ୍ତା ୧୦ ତାରିଖରେ…

ଓଡ଼ିଶା ପିସିସି: ନିରଞ୍ଜନଙ୍କୁ ଛାଡ଼ି…

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ଭାଙ୍ଗି ଦେଇଛନ୍ତି ଦଳର ଜାତୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡ଼ି ପିସିସି ଓ ଓଡ଼ିଶା କଂଗ୍ରେସର ଅନ୍ୟ ସମସ୍ତ କମିଟିରୁ ସମସ୍ତଙ୍କୁ ବିଦା କରିଦିଆଯାଇଛି। ଏନେଇ ପ୍ରେସ୍‌…

ପାଟକୁରା ନିର୍ବାଚନ ପାଇଁ ଷ୍ଟାର…

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଅଶ୍ଟା ଭିଡିଛି କଂଗ୍ରେସ। ଆଜି ପୂର୍ବାହ୍ନରେ ଉଭୟ ବିଜେପି ଓ ବିଜେଡି ନିଜର ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ । ବିଜେପି ଓ ବିଜେଡି ସହ ତାଳ ଦେଇ କଂଗ୍ରେସ ମଧ୍ୟ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ନିର୍ବାଚନ କମିଶନଙ୍କ…

ଓଡ଼ିଶା କଂଗ୍ରେସର ନବକଳେବର ହେବ:…

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ଖୁବ୍‌ଶୀଘ୍ର ନବକଳେବର ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର କଂଗ୍ରେସର ପ୍ରଭାବୀ ଜିତେନ୍ଦ୍ର ସିଂହ। ନୂଆ ଦିଲ୍ଲୀରେ ଆଜି ବସିଥିବା AICC ବୈଠକରେ ଓଡିଶା ପିସିସି ସଭାପତି ନିରଞ୍ଜନ ପଟନାୟକ ଯୋଗ ଦେଇ ଆସିବା ପରେ ଏହି ସୂଚନା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ। ଏଥି…