Odisha Link
Bridging the Missing Links in Odisha
Browsing Tag

Odisha Congress

ଡିସେମ୍ବର ଯାଏ ପିସିସି ସଭାପତି ରହିବେ…

ଭୁବନେଶ୍ବର: ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ବାଦ ବିବାଦରେ ପଡ଼ିଛି ପୂର୍ଣ୍ଣଛେଦ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ବଦଳିବେ ନାହିଁ ବୋଲି ସୂଚନା ମିଳିଛି। ଡିସେମ୍ବର ଯାଏ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିବେ। ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା…

ମୁଁ ପିସିସି ସଭାପତି ଦୌଡ଼ରେ ନାହିଁ

ଭୁବନେଶ୍ୱର : ଗତ କିଛି ଦିନ ଧରି ରାଜ୍ୟ କଂଗ୍ରେସରେ ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ। ତେବେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସର…

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ…

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜୀବ ଭବନ ପରିସରରେ ଥିବା…

ଶାହାଙ୍କ ଓଡ଼ିଶା ଗସ୍ତକୁ ଜୋରଦାର ବିରୋଧ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ ଓ ଦିଲ୍ଲୀ ହିଂସାକାଣ୍ଡର ବିରୋଧ ଦେଖିବାକୁ ମିଳିଛି ରାଜଧାନୀରେ। ପୂର୍ବାଞ୍ଚଳ ଜୋନାଲ କମିଟି ବୈଠକରେ ସାମିଲ ହେବାକୁ ଅମିତ ଶାହା ଓଡିଶା ଆସିଥିବା ସମୟରେ ଏହି ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ। ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରି…

କଂଗ୍ରେସ୍‌ ରାଜନୀତି: ନିରଞ୍ଜନଙ୍କ ଠାରୁ…

ଭୁବନେଶ୍ୱର: ଜଣକ ପରେ ଜଣେ କଂଗ୍ରେସ୍‌ ନେତା ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି। ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାଣୁ ହେବା ସହ ନିରଞ୍ଜନଙ୍କ କୋଟେରି ମନମୁଖୀ ଆଚରଣ କରୁଥିବାରୁ ଗୋଷ୍ଠୀ ଲୋେକ ଏବେ କରଛଡ଼ା ଦେବା ଆରମ୍ଭକଲେଣି। ପୂର୍ବରୁ ଅନେକ ଯୁବ ନେତା ନିରଞ୍ଜନଙ୍କୁ…

ବଦଳିଲା ସୁରଙ୍କ ସ୍ବର

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍‌ସର ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଏହି ଘଟଣା ଉପରେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'କଂଗ୍ରେସ ଭବନକୁ ଆସିଥିବା ବାଉନ୍‌ସରଙ୍କୁ ଆମ ନେତା କେହି ଆଣିନଥିଲେ। ବିରୋଧୀ ଆମକୁ ବଦନାମ କରିବାକୁ ବାଉନ୍‌ସର ପଠାଇଥିଲେ। ସୂଚନାଯୋଗ୍ୟ, ଗତ…

ମୋଦୀ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ…

ଭୁବନେଶ୍ବର: ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ପ୍ରେସ୍‌ମିଟ୍। ପ୍ରେସ୍‌ମିଟ୍‌ରେ ମୋଦୀ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଦିଗ୍‌ବିଜୟ। ଓଡିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍‌ ରାଜ୍ୟ ଚଳାଉଛନ୍ତି। ଦିଗ୍‌ବିଜୟ କହିଛନ୍ତି, ପାଣ୍ଡିଆନ୍‌ଙ୍କ ଶକ୍ତିକୁ ମୁ ଅନ୍ଦାଜ ଲଗାଇ ପାରୁନି। ସେ…

ରାଜ୍ୟ ପିସିସି କାର୍ଯ୍ୟାଳୟରେ ବାଉନସର୍…

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ କଳି। ଖାଲି ସେତିକି ନୁହେଁ ଗଣ୍ଡଗୋଳ ଆଶଙ୍କାରେ ରାଜ୍ୟ ପିସିସି କାର୍ଯ୍ୟାଳୟରେ ବାଉନସର୍ ବାଉନସ ନିୟୋଜିତ। ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜ୍ୟ ପିସିସି କାର୍ଯ୍ୟାଳୟରେ। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ବାଉନ୍ସର ସହ…

ପଦବୀ ୧, ଆଶାୟୀ ଅନେକ

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ଯାହାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚାରେ। ଏହାସହ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବୟାନ ଆହୁରି ରୋମାଞ୍ଚ ବଢ଼େଇ ଦେଇଛି। ସୁର ରାଉତରାୟ  କହିଛନ୍ତି ଯେ, କଂଗ୍ରେସର କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଆଉ…

ଯୁବ କଂଗ୍ରେସ ସଭାପତି ଚୟନ ପ୍ରସଙ୍ଗ:…

ଭୁବନେଶ୍ୱର: ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟ କଂଗ୍ରେସର ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନ ସଭାପତି ପଦବି ପୂରଣ କରାଯିବ। ଏଥିପାଇଁ ରାଜନୀତି ଆରମ୍ଭ ହୋଇ ସାରିଲାଣି। ଅନ୍ୟପଟେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ପ୍ରତିକ୍ରିୟ ଦେଇଛନ୍ତି। ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ୪…