Odisha Link
Bridging the Missing Links in Odisha
Browsing Tag

Odisha News

ଏହି ସବୁ ଜିଲ୍ଲାରେ ହେବ ବର୍ଷା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳୁଛି ପାଗ। ଯାହା ବଦଳରେ ରାଜ୍ୟରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ପାରଦ। ଏଥିସହିତ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା…

ବଦଳୁଛି ପାଗ, ରାଜ୍ୟରେ ହେବ ହାଲୁକା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳୁଛି ପାଗ। ବଢ଼ିବ ତାପମାତ୍ରା। ଯାହାର ପ୍ରକୋପରେ କମୁଛି ଶୀତ। କାରଣ ପୁଣି ଫେରିଛି ଅଦିନିଆ ବର୍ଷା। ଯାହା ଚାଷୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଘନ କୁହୁଡିର ଚାଦରରେ ଅନେକ ସହର ରହୁଥିଲା। ବିଶେଷକରି…

କ୍ୟାପିଟାଲ ହସ୍ପିଟାଲ: ୧୩୦…

ଓଏଲ୍‌ ବ୍ୟୁରୋ: ସ୍ମାର୍ଟ ସିଟି ରାଜଧାନୀରେ କରୋନା ଆତଙ୍କ। ମେଡିକାଲ ହବ୍‌ କୁହାଯାଉଥିବା କ୍ୟାପିଟାଲ୍‌ ହସ୍ପିଟାଲରେ କରୋନା ବିସ୍ଫୋରଣ। ରାଜଧାନୀ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲର ୪୦ ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ। ଯାହାଫଳରେ ଓପିଡିର ସମୟକୁ ହ୍ରାସ…

ରାଜ୍ୟ ସରକାର ବଢ଼ାଇଲେ ଚାକିରି ବୟସ ସୀମା,…

ଭୁବନେଶ୍ବର: ନାଥିଲା ଶୋର ନା ଥିଲା ଶବ୍ଦ। ହଠାତ୍‌ ବସିଲା କ୍ୟାବିନେଟ୍‌ ବୈଠକ। ଆଉ ୧୨ଟି ପ୍ରସ୍ତାବରେ ଲାଗିଲା ମୋହର। ରାଜ୍ୟ ସରକାର ଏଭଳି କିଛି ପ୍ରସଙ୍ଗରେ ମୋହର ମାରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଆଜି ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ୧୨ଟି ପ୍ରସ୍ତାବରେ ସବୁଠୁ ବଡ଼ କଥା ହେଲା ସରକାରୀ…

ସୁମିତ-ତପସ୍ବିନୀ ମାମଲା: ଡାକ୍ତର…

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଡାକ୍ତର ସୁମିତ୍‌ ଓ ତପସ୍ବିନୀଙ୍କ ମଧ୍ୟରେ ଥିବା ବିବାଦ। ଏବେ ପୁଣି ଥରେ ବିବାଦ ନେଇଛି ନୂଆମୋଡ଼। ନ୍ୟାୟ ପାଇଁ ତପସ୍ବିନୀ ସୁମିତଙ୍କ ଘର ଦୁଆରେ ବସି ରହିଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ଶତାଧୀକ ମହିଳା। ଏପରିକି ସୁମିତଙ୍କ ଘର ସାମ୍ନାରେ ଦେଖିବାକୁ…

କରୋନା: ୩ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ଦୁଇ ଦିନ ଧରି ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢ଼ୁଥିବା ବେଳେ ଆଜି ହ୍ରାସ ପାଇଛି। ୩ହଜାର ତଳକୁ ଖସିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୪ ହଜାର ୨୫୫ କରୋନା ଟେଷ୍ଟ ହୋଇଥିବା ବେଳେ ରାଜ୍ୟରେ ୨ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…