Odisha Link
Bridging the Missing Links in Odisha
Browsing Tag

onion price

ଲକ୍‌ଡାଉନରେ କଳାବଜାରୀ: ଆଳୁ, ପିଆଜ ଦର…

କଟକ: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ। ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ସଥା ତେଜୁରାତି ଓ ପନିପରିବା ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକ୍‌ଡାଉନରେ ଲୋକେ ଅଧିକ ପରିମାଣରେ କିଣୁଥିବା ବେଳେ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି।…

କନ୍ଦଉଛି ପିଆଜ, ସପ୍ତାହେ ଭିତରେ କେଜି…

ଭୁବନେଶ୍ବର: କରୋନା ସଙ୍କଟ ମଧ୍ୟରେ ବଜାରରେ ଆକାଶଛୁଆଁ ପରିବା ଦର। ଏହା ଖାଉଟି ମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଆଳୁ ଓ ପିଆଜ ଦରବୃଦ୍ଧି ପାଇବା ସହିତ ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । ତେବେ ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ…

ପିଆଜ ଦର କମିବ : ରଣେନ୍ଦ୍ର ପ୍ରତାପ…

ଭୁବନେଶ୍ୱର: ପିଆଜ ଦର ହୁ ହୁ ବଢୁଥିବା ବେଳେ ଘରୁ ଆରମ୍ଭ କରି ହୋଟଲ ପର୍ଯ୍ୟନ୍ତ ଲୋକମାନେ ପିଆଜକୁ ନେଇ ବହୁ ହଇରାଣ ହେଉଛନ୍ତି। ଏବେ କିନ୍ତୁ ରାଜ୍ୟରେ ପିଆଜ ଦର ଚଳିତ ମାସ ଶେଷ ସୁଦ୍ଧା ନଚେତ୍‌ ଜାନୁଆରୀ ପହିଲାରେ କମିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ପିଆଜ…

ପିଆଜ ଦର ୧୦୦ ଛୁଇଁବ!

ଭୁବନେଶ୍ବର: ପିଆଜ ଦରରେ ଏବେ ନିଆଁ ଲାଗିଛି। ସାରା ରାଜ୍ୟରେ ଏବେ ପିଆଜ ଦର କମିବା ନାଁ ଧରୁନି। ରାଜଧାନୀରେ ଖୁଚୁରା ବଜାର ଦର ୮୦ ଟଙ୍କା ଛୁଇଁ ଥିବା ବେଳେ ଆଗକୁ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ଓ ଖୁବ୍‌ ଶୀଘ୍ର ପିଆଜ ୧୦୦ ଟଙ୍କା ଡେଇଁବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ମହାରାଷ୍ଟ୍ରର…