Odisha Link
Bridging the Missing Links in Odisha
Browsing Tag

Onion

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ମଧୁବନୀ: ନୀତୀଶ କୁମାରଙ୍କୁ ପିଆଜ ମାଡ଼। ବିହାର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରୁଥିଲେ। ଆଜି ପ୍ରଚାର ସମୟରେ ସଭାରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ନୀତୀଶ କୁମାରଙ୍କ ବିରୋଧରେ ଥିବା…

କନ୍ଦଉଛି ପିଆଜ, ସପ୍ତାହେ ଭିତରେ କେଜି…

ଭୁବନେଶ୍ବର: କରୋନା ସଙ୍କଟ ମଧ୍ୟରେ ବଜାରରେ ଆକାଶଛୁଆଁ ପରିବା ଦର। ଏହା ଖାଉଟି ମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଆଳୁ ଓ ପିଆଜ ଦରବୃଦ୍ଧି ପାଇବା ସହିତ ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । ତେବେ ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ…

ବିଦେଶକୁ ପିଆଜ ରପ୍ତାନି ଉପରେ ରୋକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ବଜାରରେ ଆକାଶଛୁଆଁ ପରିବା ଦର। ଏହା ଖାଉଟି ମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଆଳୁ ଓ ପିଆଜ ଦରବୃଦ୍ଧି ପାଇବା ସହିତ ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବାହାରକୁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ…

ଭୁବନେଶ୍ବରରେ ଇଜିପ୍ଟ ପିଆଜ

ଭୁବନେଶ୍ବର : ପିଆଜର ଦର କମିବାର ନାଁ ଧରୁନି। ସେଥିପାଇଁ ପିାଆଜ ଇଜିପ୍ଟରୁ ଓଡ଼ିଶାକୁ ଅଣାଯାଉଛି । ଏହା ରାଜ୍ୟରେ ପିଆଜର ଚାହିଦା ମେଣ୍ଟାଇବା ପାରିବ ବୋଲି କୁହାଯାଇଛି । ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି । ଗତକାଲି ୩୨ ଟନ୍ ପିଆଜ ଇଜିପ୍ଟ ରୁ ଭୁବନେଶ୍ୱରରେ ପହଞ୍ଚିଛି। ଦେଶୀ ପିଆଜଠୁ ଏହାର…

ପିଆଜ ଉପରେ ସିଏଏ ପ୍ରଭାବ!

ଭବନେଶ୍ବର: ରାଜ୍ୟରେ ପୁଣି ଥରେ ପିଆଜ ଦର ବଢ଼ିବାରେ ଲାଗିଛି। ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ସିଏଏକୁ ନେଇ ବିଭିନ୍ନ ସ୍ଥାନରେ ହିଂସାରେ ପରିବହନ ବାଧାପ୍ରାପ୍ତ ହୋଇଛି। ହିଂସା ଯୋଗୁଁ ପିଆଜ ବୋଝେଇ ଗାଡ଼ି ଆସପାରୁନାହିଁ। ଏଥିସହ ଦୁଇ ବା ତିନିଟି ସ୍ଥାନରେ ବର୍ଷା…

ଦୁର୍ଘଟଣା କରି ଚୋରି କଲେ ପିଆଜ

ବେଙ୍ଗାଲୁରୁ : ପିଆଜର ମୂଲ୍ୟ ଏତେ ମାତ୍ରାରେ ବଢ଼ିଯାଇ ଲୋକମାନେ ତାହାକୁ ଚୋରି କରିବାକୁ ପଛଉ ନାହାନ୍ତି । ସେହିପରି ଏକ ଅଭାବନିୟ ଘଟଣା ଘଟିଯାଇଛି । ଚେନ୍ନାଇକୁ ପିଆଜ ନେଉଥିବା ସମୟରେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଡ୍ରାଇଭର୍‌ କହିବା ଅନୁସାରେ ଶୁକ୍ରବାର ପାହାନ୍ତାପହର ଆଡ଼କୁ ଗାଡ଼ିଟି…

ବିଦେଶରୁ ଆସିବ ପିଆଜ !

ନୂଆଦିଲ୍ଲୀ : ପିଆଜକୁ କାଟିବା ସମୟରେ ଲୋକମାନେ ସାମାନ୍ୟତ କାନ୍ଦିଥାନ୍ତି କିନ୍ତୁ ବର୍ତ୍ତମାନ ପିଆଜ କିଣିପାଇଁ କାନ୍ଦୁଛନ୍ତି । ବର୍ଷା ଯୋଗୁ ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଏହାର ଦାମ ପଢ଼ି ଯାଇଛି । ଭାରତର ରାଜଧାନୀ ଦିଲ୍ଲୀରେ ପିଆଜ ଦର ୧୧୦ ଟଙ୍କା ଟପିଛି। ତାସହ…

କନ୍ଦଉଛି ପିଆଜ

ଭୁବନେଶ୍ବର : ଆଗରୁ ଲୋକମାନେ କାମ ପାଇଁ କାନ୍ଦୁ ଥିଲେ ଏବେ ପିଆଜ ପାଇଁ କାନ୍ଦୁ ଛନ୍ତି । ପିଆଜ ବିନା ଖାଦ୍ୟ ପ୍ରସ୍ତୁତ କରିବା ଅସମ୍ଭ , ଖାସ କରି ଆମିଷ ଖାଦ୍ୟ । ବର୍ତ୍ତମାନ ବଜାରରେ ପିଆଜ ଦର ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି , ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି । ପିଆଜ…

ଯୋଗାଣ ମନ୍ତ୍ରୀଙ୍କ ‘ପିଆଜ’ ଆଶ୍ୱାସନା,…

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ କମିବ ପିଆଜ ଦର। ଡିସେମ୍ବର ଶେଷ ଆଡକୁ ପିଆଜ ଦର କମିବା ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା। ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁୟାରୀ ପ୍ରଥମ ଆଡକୁ ନୂଆ ପିଆଜ ବାହାରିବ ଆଉ ତାହା ବଜାରକୁ ଆସିବ। ଫଳରେ ରାଜ୍ୟରେ ପିଆଜ ଦର ମନକୁମନ କମିବ…

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ବର: ଶସ୍ତାରେ ଲୋକଙ୍କୁ ପିଆଜ ବିକିଲେ କଂଗ୍ରେସ ନେତା। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବୁଲିବୁଲି ଲୋକଙ୍କୁ ପିଆଜ ବିକୁଛି କଂଗ୍ରେସ। ପିଆଜର ଅହେତୁକ ଦର ବୃଦ୍ଧିକୁ ଭିନ୍ନ ଏକ ଭଙ୍ଗିରେ ପ୍ରତିବାଦ କରିଛି କଂଗ୍ରେସ। ତେବେ କଂଗ୍ରେସ ଶସ୍ତାରେ ପିଆଜ ବିକୁଥିବାରୁ ପିଆଜ କିଣିବାକୁ ଲୋକଙ୍କ ଲମ୍ବା…