Odisha Link
Bridging the Missing Links in Odisha
Browsing Tag

OTDC

ଏଣିକି ଓଟିଡିସି କରିବ ବଣଭୋଜିର ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ଆଉ ବଣଭୋଜି କରିବା ପାଇଁ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ। ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ପ୍ରଥମ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନ ସ୍ଥଳରେ ଏ ସମସ୍ତ ସୁବିଧା…

ଲାଭରେ ଚାଲୁଛି ଓଟିଡିସି: ଘରୋଇକରଣ ପାଇଁ…

ଭୁବନେଶ୍ବର: କରୋନା କାଳରେ ରାଜ୍ୟର ବିଭିନ୍ନ ଶିଳ୍ପ ବିପର୍ଯ୍ୟୟ ହୋଇପଡ଼ିଛି। ସେମଧ୍ୟରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ସବୁଠୁ ଅଧିକା ବିପର୍ଯ୍ୟସ୍ତ ହୋଇଛି। ଏହି କରୋନା କାଳରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବିଭାଗ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଭାବନୀୟ କାର୍ଯ୍ୟ କରିବାକୁ ଯାଉଛି।…

ଓଟିଡିସି ଆରମ୍ଭ କଲା ବାହାଘର ପ୍ୟାକେଜ୍

ଭୁବନେଶ୍ବର: ଏଣିକି ବିବାହ ଆୟୋଜନ କରିବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ଏନେଇ ଆଜି ଘୋଷଣା କରିଛି ଓଟିଡିସି। ରାଜ୍ୟର ପ୍ରମୁଖ ପାନ୍ଥନିବାସରେ ବିବାହ ଆୟୋଜନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛି ଓଟିଡିସି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର…