Odisha Link
Bridging the Missing Links in Odisha
Browsing Tag

Oxygen

ଅକ୍ସିଜେନ ଉପରେ ଲାଗିଲା ଏସମା

ଭୁବନେଶ୍ବର: ଅକ୍ସିଜେନ ଉପରେ ଲାଗିଲା ଏସମା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକ୍ୟୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣରେ ଯେପରି କୌଣସି ସମସ୍ୟା ନ ଉପୁଜେ ଏଥିପାଇଁ ଏସେନ୍ସିଆଲ୍ ସର୍ଭିସେସ୍…

ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ…

ଭୁବନେଶ୍ବର: ରାଜ୍ୟରେ ପୁରି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନାର ମୁକାବିଲା କରିବା ପାଇଁ ସରକାର ଅନେକ ପଦକ୍ଷପ ହାତକୁ ନେଉଛନ୍ତି। ଏହା ଭିତରେ ଆସିଛି ଆଉ ଏକ ଖବର। ଅକ୍ସିଜେନ ପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ସ୍ତର ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଅକ୍ସିଜେନ ଲାଗୁ…

ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣର…

ଭୁବନେଶ୍ବର: ସାରା ଦେଶରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି। ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦେଶର ବଡ଼ ବଡ଼ ସହରରେ ଅକ୍ସିଜେନର ଅଭାବ ମଧ୍ୟ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବେଡ ଓ ଅକ୍ସିଜେନର ଅଭାବ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଡିଏମଇଟି ସିବିକେ…

ଅକ୍ସିଜେନ ଗାଡ଼ିକୁ ନିର୍ବିଘ୍ନରେ ଛାଡ଼:…

ନୂଆଦିଲ୍ଲୀ:  ଦେଶରେ ପୁଣି ବଢ଼ୁଛି କରେନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କାଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଅକ୍ସିଜେନ ଗାଡ଼ି ଯାଆସ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଡ଼ା ନିର୍ଦ୍ଦେଶ ଦେଇଛି। ଅକ୍ସିଜେନ ଗାଡ଼ି ଯେମିତି ନିର୍ବିଘ୍ନରେ ଯାଆସ କରିବ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ…

ଅକ୍ସିଜେନ ଯୋଗାଣ ଉପରେ ଲାଗିଲା କଟକଣା,…

ନୂଆଦିଲ୍ଲୀ: ଦେଶରେ ନିର୍ଦ୍ଦିଷ୍ଟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ଉପରେ କଟକଣା ଲଗାଯାଇଛି। ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ। ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଯୋଗାଣ ବନ୍ଦ। ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର…

ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଲିକ୍‌,…

ନାଶିକ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ବଡ଼ ଅଘଟଣ ଘଟିଛି। ଆଜି ମହାରାଷ୍ଟ୍ରର ନାସିକରେ ଥିବା ଏକ ଡାକ୍ତରଖାନା ବାହାରେ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ରହିଥିଲା। ଏହା ଫଳରେ ୨୨କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

କରୋନା ରୋଗୀଙ୍କୁ ଅକ୍ସିଜେନ୍‌ ଯୋଗାଇବ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଦେଶର ଅଧିକାଂଶ ହସ୍ପିଟାଲରେ ଏବେ ଅକ୍ସିଜେନ୍ ସିଲିଣ୍ଡର କମ୍ ଥିବା ସବୁଠାରୁ ବଡ୍ ସମସ୍ୟା ପାଲଟିଛି। ଏହି ଅକ୍ସିଜେନର ସମସ୍ୟା ଦୂର କରିବା ପାଇଁ ସାହାର୍ଯ୍ୟର ହାତ ବଢାଇଛନ୍ତି ରତନ ଟାଟା। ରତନ ଟାଟାଙ୍କ ଏଭଳି ନିଷ୍ପତ୍ତି ପରେ ରତନଙ୍କୁ…

ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୬ ଜଣଙ୍କ…

ଭୋପାଳ: ଗୋଟିଏ ପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସୁଛି। କୋଉ ଡାକ୍ତରଖାନାରେ ବେଡ ନାଇଁତ ଆଉ କେଉଁ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି। ଯାହାରି ଫଳରେ ଲୋକଙ୍କର ଜୀବନ ଚାଲି ଯାଉଥିବାର ଖବର ସାମ୍ନାକୁ ଆସିଛି।…

ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ, ପଢ଼ନ୍ତୁ…

ଡେରାଡୁନ୍: ଜୀବଜଗତର ସବୁ ପଶୁପକ୍ଷୀ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଲ ଛାଡ଼ନ୍ତି ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏ ବୈଜ୍ଞାନିକ ତତ୍ତ୍ବକୁ ମାନିବାକୁ ନାରାଜ। ତାଙ୍କ ମତରେ ଗାଈ ହେଉଛି ଏକମାତ୍ର ଜନ୍ତୁ ଯିଏ ନିଶ୍ବାସରେ ଅମ୍ଲଜାନ ଛାଡ଼ିଥାଏ। ରବିବାର ଦିନ…