Odisha Link
Bridging the Missing Links in Odisha
Browsing Tag

pongal

ତାମିଲନାଡୁରେ ଜାଲିକାଟ୍ଟୁ ଆୟୋଜନକୁ…

ତାମିଲନାଡୁ: ତାମିଲନାଡୁର ସରକାର ଷଣ୍ଢ ସହ ଲଢେଇ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଜାଲିକାଟ୍ଟୁରେ କେବଳ ୩୦୦ ପ୍ରତିଯୋଗୀ ଭାଗ ନେଇ ପାରିବେ। ପ୍ରତ୍ୟେକ ପ୍ରତିଯୋଗୀଙ୍କର କରୋନା ପରୀକ୍ଷା କରାଯିବ । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍…

ଆଜିଠାରୁ ତେଲଗୁ ସଂପ୍ରଦାୟର ଲୋକେ ପାଳନ…

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଥିବା ପୋଙ୍ଗଲ ଉତ୍ସବକୁ ୩ ଦିନ ଧରି ପାଳନ କରିବେ ତେଲଗୁ ଭାଷାଭାଷୀ ଲୋକେ। ଆଜି ପ୍ରଥମ ଦିନରେ ପାଳିତ ହେଉଛି ଭୋଗୀ। ଘରକୁ ସଫା ସୁତରା କରିବା ସହିତ ଗୃହର ଦ୍ୱାର ଦେଶରେ ବିଭିନ୍ନ ଡିଜାଇନର ରଙ୍ଗୋଲି କରିଛନ୍ତି। ଆସନ୍ତାକାଲି ନୂଆ ବର୍ଷ ପାଳନ ସହ ପୋଙ୍ଗଲ ଉତ୍ସବ ପାଳନ…