Odisha Link
Bridging the Missing Links in Odisha
Browsing Tag

Prakash Behera

ବିଜେପି ଛାଡ଼ିଲେ ପ୍ରକାଶ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟ ବିଜେପିକୁ ବଡ଼ ଝଟକା। ଭାରତୀୟ ଜନତା ପାର୍ଟି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। କଟକ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପ୍ରକାଶ…

ବସ ଟର୍ମିନାଲ ଏକ ଭେଳିକି: ପ୍ରକାଶ

ଭୁବନେଶ୍ୱର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ଫଳକ ଲଗା ରାଜନୀତି ଆରମ୍ଭ ହୁଏ । ବିଗତ ଅନେକ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅନେକ ଫଳକ ଲଗାଇ ଭୁଲିଯାଇଛନ୍ତି। ଆଜି ପବିତ୍ର ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସରେ ମୁଖ୍ୟମନ୍ତ୍ରୀ ପୁଣି ଏକ ଫଳକ ଲଗାଇ କଟକବାସୀଙ୍କୁ ଭ୍ରମିତ କରିଛନ୍ତି। ନେତାଜୀ ବସ…

କଂଗ୍ରେସ ଛାଡ଼ିଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଦଳର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦ ବର୍ଷ ଧରି କଂଗ୍ରେସ ଦଳର ସଦସ୍ୟ ଥିବା ପ୍ରକାଶ ଦଳର ନେତୃତ୍ବ ଦ୍ବାରା ଅବହେଳାର ଶିକାର ହେବା ପରେ ଏଭଳି…