Odisha Link
Bridging the Missing Links in Odisha
Browsing Tag

Pramod Bhagat

ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ…

ଭୁବନେଶ୍ବର: ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ଆୟୋଜିତ ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ…

ସାବାସ୍ ପ୍ରମୋଦ

ଭୁବନେଶ୍ୱର: ସୁନା ପୁଅ ପ୍ରମୋଦ। ପୁଣିଥରେ ଭାରତ ଓ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଗୌରବ। ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଜିତିଛନ୍ତି ସ୍ୱର୍ଣ୍ଣିମ ପଦକ । ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ୬-୨୧, ୨୧-୧୪ ଓ ୨୧-୫ ସେଟରେ ଜିତିଛନ୍ତି ।…

ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ୍‌:…

ଭୁବନେଶ୍ବର: ଆଜିଠୁ ସ୍ବିଜରଲାଣ୍ଡ ବାସିଲଠାରେ ଆରମ୍ଭ ହେବ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌। ଏହି ପ୍ରତିଯୋଗିତାରେ ୨୪ ଭାରତୀୟ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଭଗତ ୨୪ ଜଣିଆ ସଦସ୍ୟରେ ସ୍ଥାନ ପାଇଛନ୍ତି। ସଂପ୍ରତି ପ୍ରମୋଦ ୩୩୫୦ ପଏଣ୍ଟ୍‌ ଅର୍ଜନ କରି…

ପ୍ରମୋଦଙ୍କୁ ମିଳିବ…

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ ପ୍ରମୋଦଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଶନିବାର ମନୋନୀତ କରାଯାଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ…

ଦିବ୍ୟାଙ୍ଗ ବନ୍ଧୁଙ୍କ ବନ୍ଧୁତା

ଭୁବନେଶ୍ବର: ବନ୍ଧୁ ବିନା ଜୀବନ ଅଧୁରା। ସାଙ୍ଗ ବିନା ଜୀବନଟା ଯେମିତି ମରୁଭୂମି ସଦୃଶ। ଆପଣତ ଆଗରୁ ବହୁତ ବନ୍ଧୁତା କାହାଣୀ ଶୁଣିଥିବେ। ତେବେ ଆଜିର ବନ୍ଧୁତା ଦିବସରେ ଆମେ ଆପଣଙ୍କୁ ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କ ବିଷୟରେ କହିବୁ। ସେ ଆଉ କେହି ନୁହନ୍ତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅନ୍ତର୍ଜାତୀୟ…