ଇଂଲଣ୍ଡ ଯିବେ ସୂର୍ଯ୍ୟ ଓ ପୃଥ୍ବୀ,…
ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏହାପୂର୍ବରୁ ଭାରତୀୟ ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ବୀ ଶ' ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ୍ କରିଛି…