Odisha Link
Bridging the Missing Links in Odisha
Browsing Tag

Raghunath Temple

ଓଡ଼ଗାଁ ରଘୁନାଥ ଜୀଉଙ୍କର ବନବାସ ବେଶ

ନୟାଗଡ଼: କରୋନାର ପ୍ରଭାବ ଯୋଗୁଁ ନୟାଗଡ଼ ଜିଲ୍ଲାବାସୀ ଲକ୍‌ଡାଉନ୍‌ରେ ଥିବା ସତ୍ତ୍ୱେ ସ୍ଥାନୀୟ ରଘୁନାଥ ମନ୍ଦିରରେ ଶ୍ରୀ ରଘୁନାଥ ଜୀଉଙ୍କର ନୀତିକାନ୍ତି ନିର୍ଦ୍ଦିଷ୍ଟ ନିଯୁକ୍ତ ସେବୟତମାନଙ୍କ ଦ୍ୱାରା ନିୟମିତ କରାଯାଉଛି। ଆଜି ଯାତ୍ରାର ଷଷ୍ଠ ଦିନରେ ଶ୍ରୀ ରଘୁନାଥ ଜୀଉ ବନବାସ ବେଶରେ ସୁସଜ୍ଜିତ ହୋଇଛନ୍ତି।…

ଓଡ଼ଗାଁ ରଘୁନାଥଙ୍କ ଅହଲ୍ୟା ଉଦ୍ଧାର ବେଶ

ନୟାଗଡ଼: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜେ ରଘୁନାଥ ଜୀଉ ମନ୍ଦିରରେ ଆଜି କାମଦା ଏକାଦଶୀ ତିଥିରେ ଅହଲ୍ୟା ଉଦ୍ଧାର ବେଶ ଅନୁଷ୍ଠିତ…