Odisha Link
Bridging the Missing Links in Odisha
Browsing Tag

Raj Thackeray

ତବଲିଗୀ ଜମାତ୍‌ର ସଦସ୍ୟଙ୍କୁ ଗୁଳି କରି…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ମହିଳା ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳା ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ତବଲିଗି ଜମାତ୍‌ର ସଦସ୍ୟମାନେ ଏକ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବାବେଳେ ଡାକ୍ତରଖାନାରେ…

ଗୈରିକ ରଙ୍ଗ ମୋ ଡିଏନଏରେ ରହିଛି: ରାଜ…

ମୁମ୍ବାଇ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ତର୍କ ବିତର୍କ ଲାଗି ରହିଛି। ଏହାରି ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ୍ ଠାକରେ। ସେ କହିଛନ୍ତି ଯେ, ସେ କହିଛନ୍ତି,‘ ମୁଁ ଜଣେ ମରାଠୀ ଏବଂ ଭାରତରେ ରହୁଥିବା ମୁସଲମାନ…

ରାଜନୀତିରେ ପାଦ ଥାପିଲେ ରାଜ ଠାକରେଙ୍କ…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଆଜି ମୁମ୍ବାଇରେ ଆୟୋଜିତ ମହାଅଧିବେଶନରେ ଦଳର ନୂଆ ନାରଙ୍ଗୀ ରଙ୍ଗର ପତାକା ଉନ୍ମୋଚନ କଲେ। ଯାହାର ଫଟୋ ୨ଦିନ ପୂର୍ବରୁ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିସହିତ ଆଜି ରାଜନୀତିରେ ପାଦ ଥାପିଲେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ।…