Odisha Link
Bridging the Missing Links in Odisha
Browsing Tag

Ranpur

ନୟାଗଡ଼ରେ ପ୍ରାର୍ଥୀ ବଦଳାଇବ ବିଜେପି !

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସମସ୍ତ ଚାରିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓହରିଯିବାର ସମ୍ଭାବନା ନେଇ ସୂଚନା ମିଳିଛି। ଏ ଦୁଇଜଣଙ୍କ ବଦଳରେ ଦଳ ଅନ୍ୟ ଦୁଇଜଣଙ୍କୁ ପ୍ରାର୍ଥୀ କରିବା ନେଇ ବିଚାରବିମର୍ଶ ଚାଲିଛି।…

ନୟାଗଡ଼: ଭାଇରାଲ ହେଲା ବିଜେଡି ପ୍ରାର୍ଥୀ…

ନୟାଗଡ଼: ଜିଲ୍ଲାରେ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଗୋଟିଏ ଫୋନ୍‌ ବାର୍ତ୍ତାଳାପ। ବିଜୁ ଜନତା ଦଳର ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଓ ବିଜେପି ନେତା ସନ୍ନ୍ୟାସୀ ପ୍ରଧାନଙ୍କ ମଧ୍ୟରେ ୫ ମିନିଟ ୪୮ ସେକେଣ୍ଡ ଅବଧିର ଏ ବାର୍ତ୍ତାଳାପଟି ଜିଲ୍ଲା ସାରା ଚର୍ଚ୍ଚାର ବିଷୟ…

ବିଜେଡି ସମାବେଶରେ ବସିବାକୁ ଠା’ ପାଇଲେନି…

ନୟାଗଡ଼: ଗତ ସପ୍ତାହରେ ଦିଲ୍ଲୀରେ ବିଜୁ ଜନତା ଦଳ ଚାଷୀ ସମାବେଶ ଅ‍ାଳରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥିରେ ଯୋଗଦେଇ ହଟହଟା ହାେଇଛନ୍ତି ପୂର୍ବତନ ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର। ଚଳିତ ମାସ ୮ ତାରିଖରେ ଦିଳ୍ଳୀର ତାଲକାତୋରା ଷ୍ଟାଡିୟମରେ ହାେଇଥିବା ଚାଷୀ ସମାବେଶରେ ଯଦିଓ…