Odisha Link
Bridging the Missing Links in Odisha
Browsing Tag

rescued

କୁକୁର ମୁହଁରୁ ନବଜାତ ଶିଶୁ ଉଦ୍ଧାର

କୋରାପୁଟ: କୁକୁର ମୁହଁରୁ ନବଜାତ ଶିଶୁ ଉଦ୍ଧାର। ନବଜାତ ଶିଶୁକୁ କୁକୁର ଝୁଣି ଖାଇବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକରିଗୁମ୍ମା ରେଳଲାଇନ କଡ଼ରେ। ନବଜାତକ ଶିଶୁକୁ କେହି ଜନ୍ମକରି ଫିଙ୍ଗି ଦେଇଥିବା ଜଣାପଡିଛି। ଶିଶୁଟିକୁ କୁକୁର ଆକ୍ରମଣ କରିବା ଦେଖି ଲୋକେ…

ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ…

କଣ୍ଟାବାଞ୍ଜି : ବାହାରକୁ ବେଆନ ଭାବରେ ଦାଦନ ଚାଲଣ ସମୟରେ ୪୮ ଜଣଙ୍କୁ କଣ୍ଟାବାଞ୍ଝି ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି। ଅଟୋ ଓ ପିକଅପ ଗାଡିରେ ରେଳ ଷ୍ଟେସନକୁ ଯାଉଥିବା ବେଳେ ପୁଲିସ ଚଢାଉ କରିଥିଲା। ଦାଦନ ଶ୍ରମିକ…

ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

ପଦ୍ମପୁର : ପୁଣି ଥରେ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆଜି ସକାଳୁ ଶିଶୁଟିର…