Odisha Link
Bridging the Missing Links in Odisha
Browsing Tag

Road Block

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକଙ୍କ…

କୋରାପୁଟ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ଉତ୍ତ୍ୟକ୍ତଲୋକେ କୋରାପୁଟ-ବୋରିଗୁମ୍ମା-ରାଣୀଗଡ଼ ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଯାନ ଅଟକି ରହିବା ସହ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ବାଲିପୂଜାରୀପୁଟ ଛକରେ କାର ଧକ୍କାରେ ୨…

ଶ୍ମଶାନ ଜମି ଜବରଦଖଲ ଉଚ୍ଛେଦ ଦାବୀରେ…

ଆଠଗଡ: କଟକ-ନରସିଂହପୁର ଦେଇ ଯାଇଥିବା ୬୫ ନମ୍ବର ରାଜ୍ୟ ରାଜପଥ ନିକଟରେ ଅବରୋଧ କରାଯିବା ସହ ଗଣଧାରଣା ବସିଛନ୍ତି ସ୍ଥାନୀୟ ଲୋକେ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମବାସୀଙ୍କ ଦ୍ବାରା ଚମ୍ପେଶ୍ବର ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା…

ହାତୀ ଉପଦ୍ରବକୁ ନେଇ ତାତିଲେ ଲୋକେ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନଥିବା ବେଳେ ପୁଣି ଘରଦ୍ବାର ଭାଙ୍ଗିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏଥର ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ଲୋକେ। କ୍ଷତିପୂରଣ ଦାବିରେ ଅନ୍ଧାରଝରି ଛକରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କରଞ୍ଜିଆ-ଖିଞ୍ଚି ମଧ୍ୟରେ…

ମାଟି ଅତଡ଼ା ଖସି କୋରାପୁଟ-ବୋରିଗୁମ୍ମା…

କୋରାପୁଟ: କୋରାପୁଟ ଜିଲ୍ଲାରେ ଗତ ତିିନିଦିନ ହେବ ଭୀଷଣ ବୃଷ୍ଟିପାତ ହୋଇଛି। ଯାହାଫଳରେ ଆଜି ଭୋର ସମୟରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥ ଉପରେ ରାଣିଗଡ଼ ଗାଁ ନିକଟରେ ପାହାଡ଼ ଉପରୁ ବିଶାଳ ଆକାର ପଥର ଓ ମାଟି ଅତଡା ଖସିଛି। ଯେଉଁଥିପାଇଁ କୋରାପୁଟ ଓ…

ରାସ୍ତାରେ ବସିଲେ ଗ୍ରାମବାସୀ ଓ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦରିବାହାଲ ଠାରେ ଶନିବାର ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ମିସି ରାସ୍ତାରୋକ କରିଛନ୍ତି। ଗ୍ରାମକୁ ଥିବା ବିଜୁ ଏକ୍ସପ୍ରେସ ରୋଡ୍ ମରଣାଯନ୍ତା ପାଲଟିଥିବା ଅଭିଯୋଗରେ ଏହି ରାସ୍ତାରୋକ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ଦେଇ…