Odisha Link
Bridging the Missing Links in Odisha
Browsing Tag

Road Strike

୫ରେ ରାଜରାସ୍ତାରେ ଅନ୍ଦୋଳନ ସହ…

ଭୁବନେଶ୍ବର: ଡ଼ିସେମ୍ବର ୫ରୁ ରାଜରାସ୍ତାରେ ଅନ୍ଦୋଳନ ସହ ରାସ୍ତାରୋକ ଚେତାବନୀ ଦେଇଛନ୍ତି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ। ତୁରନ୍ତ ସମସ୍ୟା ସମାଧାନ ପାଇଁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଦାବି ରଖିଛନ୍ତି। ଟୋକନ୍‌ ସମସ୍ୟା ଓ ଧାନକିଣା ପରିମାଣକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜଳସେଚିତ…

ରାସ୍ତା ମରାମତି ପାଇଁ ପ୍ରତିବାଦ

ଯାଜପୁର: ହେଲମେଟ ପିନ୍ଧି ରାସ୍ତା ଉପରେ ଶୋଇ ପ୍ରତିବାଦ। ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥରେ ଅବୋରଧ କରିଛନ୍ତି ସ୍ଥାନୀୟ ଲୋକେ। ଚଣ୍ଡିଖୋଲ ଠାରୁ ଡୁବୁରୀ ଦେଇ ସୁକିନ୍ଦା ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଅବସ୍ଥା ସୋଚନୀୟ ହୋଇ ପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ…

ସହାୟତା ଦାବିରେ ଚାଷୀଙ୍କ ରାସ୍ତାରୋକ

ବଲାଙ୍ଗୀର: ବାକି ଥିବା ବୀମା ରାଶି ଓ ସହାୟତା ଦାବିରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ କଲେଜ ଛକରେ ଆଜି ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ୨ ବର୍ଷର ବାକି ଥିବା ବୀମା ରାଶି ଓ ସହାୟତା ପାଇବା ଦାବିରେ ଚାଷୀମାନେ ଏହି ରାସ୍ତାରୋକ କରିଛନ୍ତି। ଏହାଫଳରେ ବଲାଙ୍ଗୀର-ଟିଟିଲାଗଡ଼ ମଧ୍ୟରେ ସମସ୍ତ ଗାଡ଼ି…

ଏନ୍ଏଚ୍‌ରେ ସ୍କୁଲ ପିଲାଙ୍କ ଧାରଣା

ମାଲକାନଗିରି: ମାଲକାନଗିରିରେ ଜାତୀୟ ରାଜପଥରେସ୍କୁଲପିଲା ଧାରଣା ଦେଇ ରାସ୍ତରୋକ କରିଛନ୍ତି। ନାୟକଗୁଡ଼ା ଅପ୍‌ଗ୍ରେଡ୍‌ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଏନ୍‌ଏଚ୍-୩୨୬ରେ ଧାରଣା ଦେଇଛନ୍ତି। ହଷ୍ଟେଲରେ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗରେ ଛାତ୍ରଛାତ୍ରୀମାନେ ଆଜି ଧାରଣାରେ ବସିଛନ୍ତି। ଏହି…