Odisha Link
Bridging the Missing Links in Odisha

ସହାୟତା ଦାବିରେ ଚାଷୀଙ୍କ ରାସ୍ତାରୋକ

ବଲାଙ୍ଗୀର: ବାକି ଥିବା ବୀମା ରାଶି ଓ ସହାୟତା ଦାବିରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ କଲେଜ ଛକରେ ଆଜି ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ୨ ବର୍ଷର ବାକି ଥିବା ବୀମା ରାଶି ଓ ସହାୟତା ପାଇବା ଦାବିରେ ଚାଷୀମାନେ ଏହି ରାସ୍ତାରୋକ କରିଛନ୍ତି। ଏହାଫଳରେ ବଲାଙ୍ଗୀର-ଟିଟିଲାଗଡ଼ ମଧ୍ୟରେ ସମସ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ରହିଛି।

Comments are closed.