Odisha Link
Bridging the Missing Links in Odisha
Browsing Tag

Samaleswari Temple

‘ସମଲେଈ’ମନ୍ଦିର ବିକାଶ ପାଇଁ ଯୋଜନା…

ଭୁବନେଶ୍ବର: ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ମନ୍ଦିର ଅଞ୍ଚଳ ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୀତି ପଦକ୍ଷେପ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ମନ୍ଦିର ତଥା ୧୦୪ ଜମିର ବିକାଶ ପାଇଁ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର…

ସମଲେଇଙ୍କ ପାଇଁ ୨ ଶହ କୋଟି

ସମ୍ବଲପୁର: ମା ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୨ ଶହ କୋଟି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଆଜି ୨୦୦ କୋଟିର ସମଲେଇ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋଜନା ଅନୁଯାୟୀ ମନ୍ଦିରର ୪ ଦିଗରେ ୪ ସୁଦୃଶ୍ୟ ଐତିହ୍ୟ ଦ୍ଵାର ସହ କରିଡର ନିର୍ମାଣ କରାଯିବ।…

ସମଲେଶ୍ବରୀ ମନ୍ଦିରର ବିକାଶ ଓ…

ସମ୍ବଲପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ ମନ୍ଦିର…

୩ରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି। ଏହା ସହିତ ଜାନୁଆରୀ ୩ରେ ବି ଖୋଲିବାକୁ ଯାଉଛି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର। ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ମନ୍ଦିର ଖୋଲିବା ନେଇ ସମଲେଶ୍ୱରୀ…

ସମଲେଶ୍ବରୀ ମନ୍ଦିର ଯିବ ଏକ୍ସପର୍ଟ ଟିମ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଗସ୍ତ ସାରି ଫେରିବା ବେଳେ ସମ୍ବଲପୁରରେ ପହଞ୍ଚି ମା’ ସମଲାଇଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଁ ମା’ ସମଲାଇଙ୍କ ବଡ ଭକ୍ତ। ସମଲାଇ ମନ୍ଦିରର ବିକାଶରେ କୌଣସି ଅସୁବିଧା ନାହିଁ। ମନ୍ଦିର…