Odisha Link
Bridging the Missing Links in Odisha
Browsing Tag

Sanakhemundi

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାରହା ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ, ଗ୍ରାମର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିବାବେଳେ କିଛି ବାରହା ଆକ୍ରମଣ କରିଥିଲେ। ଫଳରେ…

ଖାଦ୍ୟ ପାଇଁ ଜନବସତି ମୁହାଁ ହାତୀପଲ

ସାନଖେମୁଣ୍ଡି : ଖାଦ୍ୟ ପାଇଁ ଜନ ବସତିକୁ ମୁହାଁ ଉଛନ୍ତି ହାତୀପଲ। ଆସିକାରେ ଶେରଗଡ଼ରେ ୧୬ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ଯାହାକୁ ନେଇ ଅଞ୍ଚଳବାସୀ ଭୟରେ ଜୀବନ ଅତିବାହିତ କରୁଛନ୍ତି। ପ୍ରକାଶ ଯେ, ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନ ବସତି ମୁହାଁ ହେଉଛନ୍ତି। ଶେରଗଡ଼ ବ୍ଲକ ଅଞ୍ଚଳରେ ହାତୀ…

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୧…

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପାଟପୁର ଥାନା ଧର୍ମପୁର ରାସ୍ତା ନିକଟରେ ସଡକ ଦୁର୍ଘଟଣା। ଧର୍ମପୁର ରାସ୍ତା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ପ୍ରଥମେ ଦିଗପହଣ୍ଡି…